ଶୀତଦିନକୁ ଦୃଷ୍ଟିରେ ରଖି କରୋନା କଟକଣା ବଢ଼ାଇଲା ସିଏମସି
ଶୀତଦିନକୁ ଦୃଷ୍ଟିରେ ରଖି କରୋନା କଟକଣା ବଢ଼ାଇଲା ସିଏମସି #କଟକ(ଏନ୍.ଏମ୍.): ଶୀତଦିନକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଥିବା ଯୋଗୁଁ ପୂର୍ବରୁ ଯେତିକି ଜନସମାଗମ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା ଏବେ କଟକଣା ଲାଗୁ କରାଯାଇଛି । କଟକ ସହରରେ ବାହାଘର, ଅନ୍ତେଷ୍ଟିକ୍ରିୟା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି…
