ପିପିଲି ଉପ ନିର୍ବାଚନ: ପିତାଙ୍କ ଗଡ଼ ବଜାୟ ରଖିଲେ ପୁତ୍ର
ପିପିଲି ଉପ ନିର୍ବାଚନ: ପିତାଙ୍କ ଗଡ଼ ବଜାୟ ରଖିଲେ ପୁତ୍ର ପିପିଲି/ଭୁବନେଶ୍ୱର(ଏନ୍.ଏମ୍.): ପିପିଲି ଉପନିର୍ବାଚନରେ ବାଜିମାତ୍ କରିଛି ବିଜେଡି । ପିପିଲିରେ ବିଜେଡି ପ୍ରାର୍ଥୀ ତଥା ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୦,୯୧୬ ଭୋଟରେ ପରାସ୍ତ କରିଛନ୍ତି । ଏହି ପରାଜୟ ସହ ଆଶ୍ରିତଙ୍କର ବିଜୟ ଆଶା ଧୂଳିସାତ୍ ହୋଇଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ର…
