ଚୌଦ୍ୱାର-କଟକ, ବିଜୁ ଜନତା ଦଳର ସମାଜସେବା ଅଭିଯାନର ଶୁଭାରମ୍ଭ
ଚୌଦ୍ୱାର-କଟକ, ବିଜୁ ଜନତା ଦଳର ସମାଜସେବା ଅଭିଯାନର ଶୁଭାରମ୍ଭ #କଟକ(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତି ବର୍ଷ ଆୟୋଜିତ ହେଉଥିବା ଜନ ସଚେତନତା ପଦଯାତ୍ରା ଅଭିଯାନକୁ ପରିବର୍ତ୍ତନ କରାଯାଇ ଆଜି ଅକ୍ଟୋବର ୦୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଏକ ମାସ ଧରି ବିଭିନ୍ନ ସମାଜସେବା ମଧ୍ୟରେ ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର…
