କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’

କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’ କୋଣାର୍କ(ଏନ୍‌.ଏମ୍‌.): ସମଗ୍ର ବିଶ୍ୱରେ ଉତ୍କଳୀୟ କଳା ଓ ସଂସ୍କୃତିର ବିଜୟ ବୈଜୟନ୍ତୀ ଉଡାଉଥିବା ବିଶ୍ୱଐତିହ୍ୟ କୋଣାର୍କର ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତପିଣ୍ଡ ବୋଲି ରବିବାର ଏଠାରେ ଆୟୋଜିତ କୋଣାର୍କ କଳା ଓ ସାହିତ୍ୟ ଉତ୍ସବ-୨୦୨୧ର ଉଦ୍‌ଯାପନୀ ଦିବସରେ ସାରସ୍ୱତ ସାଧକମାନେ ମତବ୍ୟକ୍ତ କରିଛନ୍ତି । ଶତାବ୍ଦୀବ୍ୟାପି ସୂର୍ଯ୍ୟମନ୍ଦିର ଗାତ୍ରରେ ପ୍ରକୀର୍ତ୍ତିତ ପ୍ରତିଟି ସୂକ୍ଷ୍ମ ଭାସ୍କର୍ଯ୍ୟ ଓଡିଆ ଜନଜୀବନର…

Read More

ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ବଲ ବ୍ୟାଡମିଟନ ପ୍ରତିଯୋଗିତା କଟକ (ଏନ୍‌.ଏମ୍‌.): କଟକ ଜଗତପୁର ଗ୍ରାମ ଖେଳ ପଡ଼ିଆରେ କଟକ ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘ ଏବଂ ଜଗତପୁର ବଲ ବ୍ୟାଡମିଟନ କ୍ଲବ ମିଳିତ ଆନୁକୂଲ୍ୟରେ ୧୦ତମ ଜିଲ୍ଲା ସ୍ତରୀୟ କନିଷ୍ଠ ବାଳକ/ବାଳିକା ବଲ ବ୍ୟାଡମିଟନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଉଦଘାଟନ କରିଥିଲେ । ସଂମ୍ମାନୀୟ ଅତିଥି ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘ ସମ୍ପାଦକ…

Read More

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ କଟକ(ଏନ୍‌.ଏମ୍‌.): ଦେଶର ଏକତା ଅଖଣ୍ଡତା ଓ ସୁରକ୍ଷା ଅକ୍ଷୁର୍ଣ୍ଣ ରଖିବାରେ ଦେଶର ଅନ୍ୟତମ ରାଷ୍ଟ୍ରନିର୍ମାତା ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ବଳିଷ୍ଠ ଅବଦାନ ରହିଥିଲା ବୋଲି ତାଙ୍କ ଜୟନ୍ତୀ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଶପଥ ପାଠ ଉତ୍ସବରେ ମତପ୍ରକାଶ ପାଇଛି । ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଓ ଭିଜିଲାନ୍ସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ଏକତା ଶପଥ ପାଠ…

Read More

ସୂଚନା ଓ ଲୋକ ସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଶପଥ ପାଠ

ସୂଚନା ଓ ଲୋକ ସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଶପଥ ପାଠ ଭୁବନେଶ୍ୱର (ଏନ୍‌.ଏମ୍‌.): ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବାରେ ଅନ୍ୟତମ ରାଷ୍ଟ୍ରନିର୍ମାତା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ବଳିଷ୍ଠ ଅବଦାନ ରହିଥିଲା । ତାଙ୍କର ଆଜି ପବିତ୍ର ଜୟନ୍ତୀ ଅବସରରେ ସମଗ୍ର ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତର‘ରୁ ରାଷ୍ଟ୍ରୀୟ ଏକତା ଶପଥପାଠ…

Read More

ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ

ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ କଟକ(ଏନ୍‌.ଏମ୍‌.): ଓଡ଼ିଶା ସମସ୍ତ ଜିଲ୍ଲା ମେଡିକାଲ ମେଡିକାଲ କଲେଜ ଜୋନ ମେଡିକାଲର ସମ୍ପାଦକ ଓ ଜିଲ୍ଲା ଓ ରାଜ୍ୟର ସମସ୍ତ ସଭ୍ୟ ସଭ୍ୟ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏସସିବି ମେଡିକାଲ କର୍ମଚାରୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶିଖରପୁରସ୍ଥିତ ହାରାମଣି ମଣ୍ଡପରେ ରାଜ୍ୟର ୩୦ଗୋଟି ଜିଲ୍ଲା ମେଡିକାଲ, ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଜୋନ ହସ୍ପିଟାଲ ମାନଙ୍କରୁ…

Read More

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗୀୟ ଇନ୍ଦିରାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉଭୟ ମଞ୍ଚ ଓ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ…

Read More

ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ

ରାଜ ଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ : ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ- ରାଜ୍ୟପାଳ ଭୁବନେଶ୍ୱର (ଏନ୍‌.ଏମ୍‌.): ୧୯୭୧ ମସିହାରେ ସଂଘଠିତ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ଏା÷ତିହାସିକ ବିଜୟପ୍ରାପ୍ତିର ୫୦ବର୍ଷ ପୂର୍ତ ଉପଲକ୍ଷେ ଓଡିଶା ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଆଜି ଅପରାହ୍ଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ ଭବନରେ ସମ୍ମାନ ସହ ସ୍ୱାଗତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ୧୯୭୧ ବୀର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ…

Read More

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା : ଯୁଦ୍ଧରେ ଅଂଶଗ୍ରହଣର କାହାଣୀ ବର୍ଣ୍ଣନା କରି ହେଲେ ଭାବ ବିହ୍ୱଳ

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା : ଯୁଦ୍ଧରେ ଅଂଶଗ୍ରହଣର କାହାଣୀ ବର୍ଣ୍ଣନା କରି ହେଲେ ଭାବ ବିହ୍ୱଳ ଭୁବନେଶ୍ୱର (ଏନ୍‌.ଏମ୍‌.): ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଗତକାଲି ଭୁବନେଶ୍ୱରରେ ପହଁଚିଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ସକାଳେ ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନଙ୍କ ଘରକୁ ଗସ୍ତ କରିଥିଲା । କର୍ଣ୍ଣେଲ ଯଶୱନ୍ତ ସିଂହଙ୍କ ତତ୍ୱାବଧାନରେ…

Read More

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତର ବରିଷ୍ଠ ମୁରବୀ ଜଗଦୀଶ କାନୁନଗୋ ଆଉ ନାହାନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ କାନୁନଗୋ ତତ୍‌କାଳନୀ କଂଗ୍ରେସର ଛାମୁଆ କର୍ମୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

Read More

ଛାତରୁ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଥିବା ଶିଶୁ କନ୍ୟା ଉଦ୍ଧାର

ଛାତରୁ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଥିବା ଶିଶୁ କନ୍ୟା ଉଦ୍ଧାର: ୬ ଇଞ୍ଚ ଫାଙ୍କରେ ୧୫ଫୁଟ ତଳେ ଫସିଥିଲା କାନ୍ଥ କାଟି ବାହାରକଲେ ଲୋକେ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରାଞ୍ଚଳ ଅନ୍ତର୍ଗତ ତଳବଜାର ଠାରେ ଛାତ ଉପରେ ଖେଳୁଥିବା ବେଳେ ଜଣେ ଶିଶୁ ଦୁଇ କାନ୍ଥ ସନ୍ଧିରେ ଖସି ପଡ଼ିବା ଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳବାସୀ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଫଳରେ ଖସିପଡ଼ିଥିବା ଶିଶୁଟିକୁ ଉଦ୍ଧାର କରାଯାଇଛି…

Read More

କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ କୋଣାର୍କ (ଏନ୍‌.ଏମ୍‌.): ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର । ଏଥିପାଇଁ ବିଶ୍ୱ ଐତିହ୍ୟ କେଣାର୍କ ସୂର୍ଯ୍ୟମନ୍ଦିର ବେଢ଼ା ନିକଟରେ ଥିବା ନବଗ୍ରହ ମନ୍ଦିର ପରିସରରେ ଦିନତମାମ ଲକ୍ଷାଧିକ ଶ୍ରଦ୍ଧାଳୁ ନବଗ୍ରହଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକ ଧାରି ଶ୍ରଦ୍ଧାଳୁମାନେ ଗ୍ରହ ପିଡ଼ାରୁ ମୁକ୍ତି ପାଇଁ ପ୍ରତ୍ୟୁଶରୁ ପରମ୍ପରାନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧୀର ସଙ୍ଗମସ୍ଥଳିରେ ସ୍ନାନଶୌଚ ହୋଇ ସଂକଳ୍ପ…

Read More

ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ପରେ ନୂଆ ଡିଏମଇଟି ହେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି

ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ପରେ ନୂଆ ଡିଏମଇଟି ହେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ(ଡିଏମଇଟି) ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ଡିଏମଇଟି ପ୍ରଫେସର ଡାକ୍ତର ଚିନ୍ମୟ ବିଜୟ କୁମାର ମହାନ୍ତି (ସିବିକେ ମହାନ୍ତି ) ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ରମାରମଣଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

Read More