୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ

୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ ଭୁବନେଶ୍ୱର(ଏନ୍‌.ଏମ୍‌.): ବିବାହ, ବ୍ରତ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦେବା ଦାବିରେ ଆଜି କ୍ୟାଟରିଂ ବ୍ୟବସାୟୀ ସଂଘ ଓହ୍ଲାଇଛି ରାଜରାସ୍ତାକୁ । ରାସ୍ତାରେ ହାଣ୍ଡି, ଡେକଚି, କଢ଼େଇ ରଖି ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି ବେକାର ବସିବା ପରେ ଶେଷରେ ସ୍ଥିତି ଅସମ୍ଭାଳ…

Read More

କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି

କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛନ୍ତି । ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର ବିଭିନ୍ନ କଟକଣା ସହିତ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ଼ଲାଇନ ମଧ୍ୟରେ : କଟକଣା ସହ ପୂଜା…

Read More

୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ

୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ ସମ୍ବଲପୁର (ଏନ୍‌.ଏମ୍‌.): ସମ୍ବଲପୁରରେ ଜାଲ୍ ନୋଟ କାରବାର ହେଉଥିବା ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ଆଜି ପୁଲିସ ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି । ଏହି ଜବତ ନୋଟ ମଧ୍ୟରେ ୬୦୦ଟି ୨ହଜାର ଟଙ୍କିଆ ନୋଟ, ୩୬୨ଟି ୫ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ ରହିଛି । ଏହି ଜାଲ ନୋଟ କାରବାରରେ…

Read More

ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ

ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ କଟକ(ଏନ୍‌.ଏମ୍‌.): ନକଲି ସମଗ୍ରୀ ପ୍ରସ୍ତୁତିର ରାଜଧାନୀ ପାଲଟିଛି କଟକ । ବିଭିନ୍ନ ସମୟରେ ନକଲି ସାମଗ୍ରୀ ତିଆରି କାରଖାନା ଉପରେ ଚଢ଼ାଉ କରାଯାଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ସମ୍ଭବ ହୋଇ ପାରୁନାହିଁ । ଆଜି ପୁଣି କଟକର ମାଲଗୋଦାମ ଅଞ୍ଚଳରୁ ୭ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଗୁଟୁକା ଜବତ ହେବା ସହ ପ୍ରସ୍ତୁତ ହେଉଥିବା କମ୍ପାନୀକୁ ମଧ୍ୟ ସିଲ କରାଯାଇଛି । କେବଳ ସେତିକି ନୁହେଁ…

Read More

କାଠଯୋଡ଼ି ନଦୀରେ ଭାସି ଜଣେ ନିଖୋଜ ଓ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର

କାଠଯୋଡ଼ି ନଦୀରେ ଭାସି ଜଣେ ନିଖୋଜ ଓ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ବାରଙ୍ଗ ନିକଟରେ କାଠଯୋଡ଼ି ନଦୀରେ ଭାସି ଯାଇ ୨ ଜଣ ପିଲା ନିଖୋଜ ହୋଇ ଯାଇଛନ୍ତି । ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି କାଠଯୋଡ଼ି ନଦୀରେ ଗାଧୋଉ ଥିବାବେଳେ ଗୋଡ଼ ଖସିଯିବାରୁ ୪ ଜଣ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଭାସି ଯାଇ ଏକ ବୁଦା ମୂଳରେ…

Read More

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କଟକ (ଏନ୍‌.ଏମ୍‌.): ମାଲଗୋଦାମ ଓଭରବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସରକାରୀ ରେଳବାଇ ପୁଲିସ (ଜିଆରପି) ମୃତଦେହକୁ ଉଦ୍ଧାର କରି ଏସସିବି ମେଡିକାଲରେ ବ୍ୟବଚ୍ଛେଦ କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି । ଶନିବାର ସକାଳେ ମାଲଗୋଦାମ ଓଭରବ୍ରିଜ ତଳ ରେଳ ଧାରଣା କଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିଲା । ଏହାଦେଖି ସ୍ଥାନୀୟ ଲୋକେ ଜିଆରପିକୁ ସୂଚନା ଦେବାରୁ ପୁଲିସ ପହଁଞ୍ôଚ ମୃତଦେହକୁ…

Read More

ତଦନ୍ତ ପାଇଁ ଯାଇଥିବା ପୁଲିସ୍‌କୁ ମରଣାନ୍ତକ ଆକ୍ରମଣ

ତଦନ୍ତ ପାଇଁ ଯାଇଥିବା ପୁଲିସ୍‌କୁ ମରଣାନ୍ତକ ଆକ୍ରମଣ ଭଦ୍ରକ(ଏନ୍‌.ଏମ୍‌.): ପୁଲିସ ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଛି । ଗ୍ରାମବାସୀମାନେ ତଦନ୍ତରେ ଯାଇଥିବା ପୁଲିସ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିବା ସହ କଟୁରୀ, ପନିକିରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣ ଘଟଣାରେ ୪ଜଣ ପୁଲିସ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ତୋରଣପଦା ଗ୍ରାମରେ…

Read More

ଓଏସଏସସି ପିଏସ ବିରଞ୍ଚିଙ୍କ ଖୋଲୁଛି ଦୁର୍ନୀତିର ଚେର: ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି

ଓଏସଏସସି ପିଏସ ବିରଞ୍ଚିଙ୍କ ଖୋଲୁଛି ଦୁର୍ନୀତିର ଚେର: ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି ଭୁବନେଶ୍ୱର (ଏନ୍‌.ଏମ୍‌.): ବେଆଇନ ଭାବେ ବିପୁଳ ଅଥି ଠୁଳ କରି ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ମାମଲାର ଅଡୁଆ ବଢ଼ିବାରେ ଲାଗିଛି । ତଦନ୍ତ ସମୟରେ ଭିଜିଲାନ୍ସକୁ ବହୁତ ଖିଅ ମିଳିଛି । ବିରଞ୍ଚିଙ୍କ ଦୁର୍ନୀତିର ଚେର ଖୋଳିବା ପାଇଁ ତାଙ୍କୁ ରିମାଇଣ୍ଡରେ ଆଣିବା ପରେ…

Read More

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ ନୂଆଦିଲ୍ଲୀ (ଏଜେନ୍ସି): ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନୂତନ ନାମ କରଣ କରାଯାଇଛି । ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାମକୁ ହଟାଇ ଦିଆଯାଇଛି । ତା’ସହିତ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର’ ନାଁରେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ ପୁରସ୍କାରର ନାମ ଘୋଷଣା କରିଛନ୍ତି । ଟୋକିଓ…

Read More

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଚତୁର୍ଦ୍ଦଶ ସଂଖ୍ୟା ପାଠକାର୍ପିତ

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଚତୁର୍ଦ୍ଦଶ ସଂଖ୍ୟା ପାଠକାର୍ପିତ କଟକ ସଦର(ଏନ୍‌.ଏମ୍‌.): କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା “ଶ୍ୟାମଳ ସୁବର୍ଣ୍ଣ”ର ଚତୁର୍ଦ୍ଦଶ ସଂଖ୍ୟା ଅନଲାଇନରେ ଇ-ମ୍ୟାଗାଜିନ ଭାବେ ପ୍ରକାଶିତ ହୋଇ ସାରା ଓଡ଼ିଶାରେ ଖୁବ ପାଠକୀୟ ସ୍ୱୀକୃତି ଲାଭକରିଛି । ୨୦୧୮ ସାଲରୁ ପ୍ରକାଶିତ ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ,ରୋଗପୋକ ସମସ୍ୟା ଓ ସମାଧାନ,କୃଷକ ମାନଙ୍କୁ ନେଇ ଆଲୋଚନାଚକ୍ର,ବିଭିନ୍ନ କୃଷି ଗବେଷକ ମାନଙ୍କର ଉପାଦେୟ ସ୍ତମ୍ବ ପ୍ରକାଶିତ ହୋଇ କୃଷି ଆନ୍ଦୋଳନକୁ ଦ୍ୱିଗୁଣି କରିଛି ଏହାର…

Read More

ଅଗଷ୍ଟ ୧୬ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଅଗଷ୍ଟ ୧୬ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହି ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବ । ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ଶ୍ରେଣୀ ଗୃହରେ ପାଠପଢ଼ା ହେବ…

Read More

ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ

ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ କପି କରି ଧରାପଡିଲେ ୩୫, କଟକ ଜିଲ୍ଲାରେ ହେବ ୩ଟି ମୂଲ୍ୟାୟନ କେନ୍ଦ୍ର କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଆଜି ଶେଷ ହୋଇଛି । ଆସନ୍ତା ୧୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଶେଷ ଦିନ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।…

Read More