ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ ନୂଆଦିଲ୍ଲୀ (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ନୂଆ ଓ ପୁରୁଣାଙ୍କୁ ମିଶାଇ ମୋଟ ୪୩ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ୨୦୧୯ ଲୋକସଭା ନିର୍ବାଚନ ଜିତିବା ପରେ ଏହା ମୋଦି ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ସେହିପରି କିଛି…

Read More

ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି

ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି କଟକ(ଏନ.ଏମ୍‌.): କଟକର ଐତିହାସିକ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଦାବି ଉଠିଛି । ୧୯୧୩ ମସିହାରେ ଭାରତ ବର୍ଷ ସ୍ୱାଧୀନତା ସଂଗ୍ରାମ ମଧ୍ୟ ଦେଇ ମହିଳା ଶିକ୍ଷା ପ୍ରତି ଗୁରୁତ୍ୱ ଆରୋପ କରି ସମଗ୍ର ଦେଶରେ ୨ଟି ପ୍ରମୁଖ ମହିଳା କଲେଜ ଗଢି ଉଠିଥିଲା । ତନ୍ମଧ୍ୟରୁ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ଅନ୍ୟତମ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୈଳବାଳା ଦାସଙ୍କ…

Read More

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୮ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି କରାଯାଇଛି । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ଯାକ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆ ବିଜ୍ଞପ୍ତି ଅନୁସାରେ, କର୍ଣ୍ଣାଟକର ରାଜ୍ୟପାଳ ଭାବେ ଥାୱରଚାନ୍ଦ ଗେହଲଟଙ୍କୁ ନିଯୁକ୍ତି ମିଳିଛି । ତେବେ ଗେହଲଟ ବର୍ତ୍ତମାନ ମୋଦି ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ…

Read More

ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା

ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା ନୂଆଦିଲ୍ଲୀ(ଏଜେନ୍ସି): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ନିର୍ଦ୍ଦେଶ ଦେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି…

Read More

ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ

ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ କଟକ(ଏନ୍‌.ଏମ୍‌.): ଦିନମଜୁରୀଆ କାମ କରି ପରିବାର ଚଳାଉଥିବା ଗରିବ ଲୋକମାନେ କରୋନା ମହାମାରୀ ସମୟରେ ରୋଜଗାର ହରାଇଛନ୍ତି । ବିଭିନ୍ନ କ୍ଷେତ୍ରରେ କାମ ବନ୍ଦ ଥିବା ଯୋଗୁଁ ଏହି ଗରିବ ଲୋକମାନଙ୍କ ପକ୍ଷରେ ଚଳିବା କଷ୍ଟକର ହୋଇ ପଡ଼ୁଛି । ସ୍ଥାନୀୟ ବ୍ରାହ୍ମଣବାଡ଼ ଗ୍ରାମର ଦଳିତ ପରିବାରମାନେ ନାହିଁ ନଥିବା ହଇରାଣ ହେଉଥିବାବେଳେ କିଛି ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରିଛନ୍ତି । ସମାଜସେବୀ ସୁକାନ୍ତ ସେଠୀ…

Read More

ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର

ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଭଳି ମହାବିପତ୍ତି ସମୟରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ସୂତ୍ରରେ ଆଜି ଓଡିଶା ରାଜ୍ୟ ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା-ମୋ ପରିବାର ଜୀବନ ବିନ୍ଦୁ ସଂଯୋଜନାରେ ସ୍ଥାନୀୟ ବିଡାନାସୀ ସ୍ଥିତ ନଳିନୀ ମଣ୍ଡପଠାରେ ଆୟୋଜିତ ଏହି ଶିବିରରେ କଟକ ଜିଲ୍ଲା ବିଜେଡ଼ି…

Read More

ଉଡାଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବନମହୋତ୍ସବ

ଉଡାଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବନମହୋତ୍ସବ କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଡାଣ, କଟକ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ସହଯୋଗରେ ୭୨ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ୟାପକ ବୃକ୍ଷରୋପଣ ଦ୍ୱାରା ସୁସ୍ଥ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରେଭେନ୍ସା କଲିଜିଏଟ ସ୍କୁଲ ପରିସରରେ ଉଡାଣ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ କଟକ ଡିଭିଜନ ଡିଏଫଓ ସଞ୍ଜୟ ସ୍ୱାଇଁ…

Read More

ଓଡ଼ିଶାରେ ହେବ ପୁଣି ୪ଟି ନୂଆ ବିମାନ ବନ୍ଦର : ପୁରୀକୁ ମିଳିଲା ସବୁଜ ସଙ୍କେତ

ଓଡ଼ିଶାରେ ହେବ ପୁଣି ୪ଟି ନୂଆ ବିମାନ ବନ୍ଦର : ପୁରୀକୁ ମିଳିଲା ସବୁଜ ସଙ୍କେତ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ ହେବ ଆଉ ୪ଟି ନୂଆ ବିମାନବନ୍ଦର ପ୍ରତିଷ୍ଠା ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଓଡ଼ିଶା କ୍ୟାଡର ଆଇଏଏସ୍ ତଥା ବର୍ତ୍ତମାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ପୁରୀ, ରାଉରକେଲା, ଭବାନୀପାଟଣା…

Read More

ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଡ୍ରୋନ ଉଡାଇବା ଉପରେ ପ୍ରତିବନ୍ଧକ

ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଡ୍ରୋନ ଉଡାଇବା ଉପରେ ପ୍ରତିବନ୍ଧକ ନୂଆଦିଲ୍ଲୀ(ଏଜେନ୍ସି): ସୁରକ୍ଷା ଦୃଷ୍ଟିରୁ ଡ୍ରୋନ ଉଡାଇବା ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଏକଦା ଯେଉଁ ଡ୍ରୋନ ବିଭିନ୍ନ କାର୍ଯ୍ୟକୁ ସହଜ ଓ ସରଳ କରିବାକୁ ବ୍ୟବହାର ହେଉଥିଲା, ସେହି ଡ୍ରୋନ ସହାୟତାରେ ଧ୍ୱଂସର ତାଣ୍ଡବ ସୃଷ୍ଟି କରାଯାଉଛି । ତେଣୁ ଏହି ଡ୍ରୋନକୁ ବ୍ୟାନ କରାଯାଇଥିବା ଜଣାପଡ଼ିଛି । ତେବେ ଜମ୍ମୁର ଶ୍ରୀନଗରରେ ଡ୍ରୋନ ଓ ଉଡୁଥିବା ଅନ୍ୟବସ୍ତୁ ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି ।…

Read More

ଦେଶରେ ଅନଲକ ଆରମ୍ଭ: ଦିଲ୍ଲୀରେ ଖୋଲିବ ଷ୍ଟାଡ଼ିୟମ

ଦେଶରେ ଅନଲକ ଆରମ୍ଭ: ଦିଲ୍ଲୀରେ ଖୋଲିବ ଷ୍ଟାଡ଼ିୟମ ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଏବେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସପାଇବାରେ ଲାଗିଛି । ପୂର୍ବାପେକ୍ଷା ଦୈନିକ ସଂକ୍ରମଣ କମ ରହିଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅନଲକ ଆରମ୍ଭ ହେବା ପରିପ୍ରେକ୍ଷୀରେ ପର୍ଯ୍ୟାୟକ୍ରମେ ବନ୍ଦରହିଥିବା ଅନୁଷ୍ଠାନ ଗୁଡ଼ିକ ଧିରେ ଧିରେ ଖୋଲିବାରେ ଲାଗିଛି । ଦିଲ୍ଲୀରେ ଜିମ, ବାର ପରେ ଏବେ ଷ୍ଟାଡିୟମ…

Read More

ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ମେଗା ରକ୍ତ ଦାନ ଶିବିର

ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ମେଗା ରକ୍ତ ଦାନ ଶିବିର କଟକ(ଏନ୍‌.ଏମ୍‌.): ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ପରିସ୍ଥିତିରେ ରକ୍ତ ସଂକଟ ସୃଷ୍ଟି ନହେବା ପାଇଁ ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହେଉଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଶିବିରରେ ୧୦୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡ଼ିଶା ମୋ ପରିବାର ସିଟି ସଂଯୋଜକ…

Read More

ରାଜ୍ୟସଭା ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ବ୍ରାହ୍ମଣ ଏବଂ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ରାଜ୍ୟସଭା ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ବ୍ରାହ୍ମଣ ଏବଂ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଟକ(ଏନ୍‌.ଏମ୍‌.): ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ୨୮ନମ୍ବର ୱାର୍ଡର ସଭାପତି ଜନସନ୍ ମହାପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ରଜବଗିଚା କଲେଜରେ ବ୍ରାହ୍ମଣ ଓ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଷ ସିଂହ ଏବଂ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ…

Read More