ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ
ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ କଟକ(ଏନ୍.ଏମ୍.): ରାଜ୍ୟ ଜଳ ସଂପଦ ବିଭାଗର ନିର୍ଦ୍ଦେଶ କ୍ରମେ ଇଂ ବାଲେଶ୍ୱରନାଥ ସାହୁ ଆଜି କଟକ ମହାନଦୀବିହାରସ୍ଥିତ ଡ୍ରେନେଜ୍ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଜିଲ୍ଲାରେ ମହାନଦୀ ସାଉଥର ନିର୍ବାହୀ ଯନ୍ତ୍ରୀ ଓ ପରେ ପରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଇଂ. ସାହୁ ନଦୀବନ୍ଧର ସୁରକ୍ଷା, କେନାଲ ରାସ୍ତା ମରାମତି, ସବ୍ ଓ ମାଇନର୍ କେନାଲର…
