ଏ.କେ.ଏମ୍ ଆଗ୍ରୋ ବିଶ୍ୱଭରୀ କାଜୁ ବାଦାମ ଶିଳ୍ପ ପାଇଁ ଏକ ଆଦର୍ଶ

ଏ.କେ.ଏମ୍ ଆଗ୍ରୋ ବିଶ୍ୱଭରୀ କାଜୁ ବାଦାମ ଶିଳ୍ପ ପାଇଁ ଏକ ଆଦର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କାଜୁବାଦାମ ଶିଳ୍ପର ପ୍ରୋତ୍ସାହନ, ଏହାର ପ୍ରସାର ଏବଂ ଦେଶବିଦେଶରେ ଓଡ଼ିଶା ମାର୍କା କାଜୁକୁ ଲୋକପ୍ରିୟ କରିବା କ୍ଷେତ୍ରରେ ଏ.କେ.ଏମ୍ ଆଗ୍ରୋ ଗ୍ରୁପ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରାଜ୍ୟରେ କାଜୁ ବାଦାମର ଚାଷ, ଅମଳ, ଉତ୍ପାଦନ, ଚାଷୀଙ୍କଠାରୁ ସମୟକ୍ରମେ ସଂଗ୍ରହ, ଫସଲର ପ୍ରକ୍ରୀୟାକରଣ ଏବଂ ଏହାର ବିକ୍ରୟ ତଥା ରପ୍ତାନୀ ଆଦି କ୍ଷେତ୍ରରେ ଏ.କେ.ଏମ୍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା…

Read More

ଆସନ୍ତା ଅଗଷ୍ଟ ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ଆସନ୍ତା ଅଗଷ୍ଟ ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା କଟକ(ଏନ୍‌.ଏମ୍‌.): ଆସନ୍ତା ଅଗଷ୍ଟ ୨୭ ତାରିଖରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା । ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ପରୀକ୍ଷା ହେବ । ଓପିଏସସି ପକ୍ଷରୁ ପରିଚାଳତ ଏହି ପରୀକ୍ଷା ଉକ୍ତ ଦିନସକାଳ ୧୦ରୁ ୧୨ ଜିଏସ୍ ପ୍ରଥମ ପେପର ଓ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ…

Read More

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର କଟକ(ଏନ୍‌.ଏମ୍‌.): ଆସନ୍ତା ୨୩ରୁ ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକରେ ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିରେ ୬ ଜଣ ଓଡ଼ିଆ ଆଥଲେଟ ଭାଗ ନେଇଛନ୍ତି । ଟୋକିଓ ଅଲିମ୍ପିକରେ ରାଜ୍ୟର ୬ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଜାତୀୟ ପୁରୁଷ ହକି ଦଳରୁ ପ୍ରତିନିଧିତ୍ୱ କରିବେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ସେହିପରି ଜାତୀୟ ମହିଳା ହକି ଦଳରୁ ପ୍ରତିନିଧିତ୍ୱ…

Read More

କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା

କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କଟକ(ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖରୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ କଳାହାଣ୍ଡି କପ ଓ ୧୬ବର୍ଷରୁ କମ ବାଳକ ବର୍ଗର କ୍ରିକେଟ ଟୁର୍ଣ୍ଟାମେଣ୍ଟ ଆରମ୍ଭ ହେବ । କଳାହାଣ୍ଡି କପ ନିମନ୍ତେ ମୋଟ…

Read More

ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ବିରୋଧ

ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ବିରୋଧ ପେଟ୍ରୋଲିୟମ ଦର ବୃଦ୍ଧିକୁ ପ୍ରତିବାଦ କରି ସାଇକଲରେ ଟିଏମସି ସାଂସଦମାନେ ଗଲେ ସଂସଦ ଭବନ ନୂଆଦିଲ୍ଲୀ (ଏଜେନ୍ସି): ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ତେବେ ମୌସୁମୀ ଅଧିବେଶନର ପ୍ରଥମ ଦିବସରେ କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ବିରୋଧୀଙ୍କ ବିରୋଧ ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିଲା । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦମାନେ ପେଟ୍ରୋଲ, ଡିଜେଲ୍…

Read More

ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ

ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ କଟକ(ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସପାଇବା ପରେ ଆଜି ଠାରୁ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ କଟକଣା ମଧ୍ୟରେ ଏହି ବସଚଳାଚଳ କରିବା ସହ ଯାତ୍ରୀମାନେ ଯାଇ ପାରିବେ । ଦୀର୍ଘ ଅଢ଼େଇ ମାସର ବିରତି ପରେ ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ ଏ ନେଇ ରହିଥିବା ଅନେକ ସମସ୍ୟାର…

Read More

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷାକଲେ ଫାଇଭ୍‌-ଟି ସଚିବ

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷାକଲେ ଫାଇଭ୍‌-ଟି ସଚିବ କଟକ(ଏନ୍‌.ଏମ୍‌.): ଆଜି କଟକ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ଫାଇଭ୍‌-ଟି ସଚିବ ଭିକେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ କରିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ସହରର ବିକାଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ତାଳଦଣ୍ଡା କେନାଲର ପୁନରୁଦ୍ଧାର ଓ…

Read More

ଡିଜିପିଙ୍କ ଉପସ୍ଥିତିରେ ୨ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଡିଜିପିଙ୍କ ଉପସ୍ଥିତିରେ ୨ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ମାଲକାନଗିରି (ଏନ୍‌.ଏମ୍‌.): ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରି ଗସ୍ତରେ ଯାଇଥିବାବେଳେ ତାଙ୍କ ଉପସ୍ଥିତିରେ ୨ଜଣ କୁଖ୍ୟାତ ମାଓବାଦୀ ତଥା ମାଓ କମାଣ୍ଡର ରାମେ ପୋଦିଆମୀ ଓରଫ ସବିତା ଓ ରାଇଧର ଧୁରୁଆ ଆଜି ଆତ୍ମସମର୍ପଣ କରିଛନ୍ତି । ସବିତା ତମନପଲ୍ଲୀ ଗ୍ରାମ, ଟିଗଲ ପଞ୍ଚାୟତ ମାଲକାନାଗିରି ଜିଲ୍ଲାର ଓ ସେ ୨୦୦୦ ମସିହାରେ ସିପିଆଇ(ମାଓଇଷ୍ଟ) ପାର୍ଟିରେ ଯୋଗଦେବା ପରେ ବିଭିନ୍ନ ତାଲିମ ନେଇ କମାଣ୍ଡର ପାଲଟି ଯାଇଥିଲେ ।…

Read More

ଡିଲ୍ ଚାଲିଥିବା ବେଳେ ଏସଟିଏଫର ରେଡ୍‌: ୧୦ ବନ୍ଧୁକ ଜବତ, ୨ ଗିରଫ

ଡିଲ୍ ଚାଲିଥିବା ବେଳେ ଏସଟିଏଫର ରେଡ୍‌: ୧୦ ବନ୍ଧୁକ ଜବତ, ୨ ଗିରଫ ଭୁବନେଶ୍ୱର (ଏନ୍‌.ଏମ୍‌.): ଏକ ଚୋରା ବନ୍ଧୁକ ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏଥିରେ ୨ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୦ଟି ବନ୍ଧୁକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବସନ୍ତ ମହାରଣା ଓରଫ ବୁଟୁ ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ଓରଫ ଜଗା ଓରଫ ଜଗନ । ବସନ୍ତର ଘର ନୟାଗଡ଼ ଜିଲ୍ଲାର ରଣପୁରରେ…

Read More

ଜୁଲାଇ ୨୬ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ; ଅଗଷ୍ଟ ୧୯ରୁ ହୋଇପାରେ ନବମ ଶ୍ରେଣୀ ପାଠ ପଢ଼ା !

ଜୁଲାଇ ୨୬ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ; ଅଗଷ୍ଟ ୧୯ରୁ ହୋଇପାରେ ନବମ ଶ୍ରେଣୀ ପାଠ ପଢ଼ା ! ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍କୁଲ ଖୋଲିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁଲାଇ ୨୬ ତାରିଖ ସୋମବାର ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ଏନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।…

Read More

ସାପ କାମୁଡାର ଶିକାର ମଞ୍ଜୁଳାର ହେଲା ପ୍ରଥମ ସର୍ଜରୀ: ୩ୟ ସପ୍ତାହ ପରେ ହେବ ଦ୍ୱିତୀୟ ସର୍ଜରୀ

ସାପ କାମୁଡାର ଶିକାର ମଞ୍ଜୁଳାର ହେଲା ପ୍ରଥମ ସର୍ଜରୀ: ୩ୟ ସପ୍ତାହ ପରେ ହେବ ଦ୍ୱିତୀୟ ସର୍ଜରୀ କଟକ(ଏନ୍‌.ଏମ୍‌.): ମାସାଧିକ କାଳ ସାପ କାମୁଡାରେ ଗୁରୁତର ହୋଇ ଶେଷରେ ଏସସିବି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ରାଇଘର ବ୍ଲକ ବାଲିଝର ଗାଁର ନାବାଳିକାର ଆଜି ପ୍ରଥମ ସର୍ଜରୀ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ୯ବର୍ଷର ନାବାଳିକା ମଞ୍ଜୁଳା ସାପ କାମୁଡ଼ାର ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ ।…

Read More

୫ମ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ତଦାରଖ କମିଟି ବୈଠକ

୫ମ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ତଦାରଖ କମିଟି ବୈଠକ କଟକ(ଏନ୍‌.ଏମ୍‌.): ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ପଞ୍ଚମ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଲୋକ ସଭା ସାଂସଦ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୃଷି, ଜଳ ଛାୟା, ସାମାଜିକ ସୁରକ୍ଷା, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଦୀନଦୟାଲ ଉପାଧ୍ୟାୟ ଗ୍ରାମ କଲ୍ୟାଣ ଯୋଜନା, ଅମୃତ ପାନୀୟ ଜଳ ଯୋଜନା, ଜଳ…

Read More