୫୦୪ଟି ସେଣ୍ଟରରେ ୧୫ହଜାର ଦେବେ ମାଟ୍ରିକ ପରୀକ୍ଷା
୫୦୪ଟି ସେଣ୍ଟରରେ ୧୫ହଜାର ଦେବେ ମାଟ୍ରିକ ପରୀକ୍ଷା କଟକ(ଏନ୍.ଏମ୍.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଅଫଲାଇନ ମାଟ୍ରିକ ପରୀକ୍ଷା ଲାଗି ସେଣ୍ଟର ତାଲିକା ଘୋଷଣା କରାଯାଇଛି । ସମସ୍ତ ବର୍ଗରେ ମୋଟ ୧୫ ହଜାର ୧୫୧ ଜଣ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବାବେଳେ ସେମାନଙ୍କ ଲାଗି ୫୦୪ଟି ସେଣ୍ଟର କରାଯାଇଥିବା ବୋର୍ଡ କାର୍ଯ୍ୟକାର୍ଯ୍ୟଳୟ ସୂତ୍ରରୁ ଜଣାପଡିଛି । ମାଟ୍ରିକ ପରୀକ୍ଷା ରେଗୁଲାରରେ ୬ ହଜାର ୫୯୭ ଜଣ ପରୀକ୍ଷା ଦେବା ଲାଗି…
