ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ
ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ କଟକ(ଏନ୍.ଏମ୍.): ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀକୁ ରେଳବାଇ ପୋଲିସ(ଆରପିଏଫ) ଗିରଫ କରିଛି । ଅଭିଯୁକ୍ତ ଜଣକ ଦିଲ୍ଲୀରେ ରହୁଥିବା ବିହାର ପାଟନା ସହରର ଆଶୁତୋଷ ସିହ୍ନା(୪୧) ବୋଲି ଜଣାପଡ଼ିଛି । ତା’ ନିକଟରୁ ୧୪ କିଲୋ ଓଜନର ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟାରେ ଆଶୁତୋଷ ଦୁଇଟି ଲଗେଜ ଧରି କଟକ ରେଳ ଷ୍ଟେସନରେ ପହଞ୍ôଚଥିଲା । ସେଠାରେ ଦିଲ୍ଲୀ…
