୫୦୪ଟି ସେଣ୍ଟରରେ ୧୫ହଜାର ଦେବେ ମାଟ୍ରିକ ପରୀକ୍ଷା

୫୦୪ଟି ସେଣ୍ଟରରେ ୧୫ହଜାର ଦେବେ ମାଟ୍ରିକ ପରୀକ୍ଷା କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଅଫଲାଇନ ମାଟ୍ରିକ ପରୀକ୍ଷା ଲାଗି ସେଣ୍ଟର ତାଲିକା ଘୋଷଣା କରାଯାଇଛି । ସମସ୍ତ ବର୍ଗରେ ମୋଟ ୧୫ ହଜାର ୧୫୧ ଜଣ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବାବେଳେ ସେମାନଙ୍କ ଲାଗି ୫୦୪ଟି ସେଣ୍ଟର କରାଯାଇଥିବା ବୋର୍ଡ କାର୍ଯ୍ୟକାର୍ଯ୍ୟଳୟ ସୂତ୍ରରୁ ଜଣାପଡିଛି । ମାଟ୍ରିକ ପରୀକ୍ଷା ରେଗୁଲାରରେ ୬ ହଜାର ୫୯୭ ଜଣ ପରୀକ୍ଷା ଦେବା ଲାଗି…

Read More

ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ଯୋଗୁଁ ଆଗାମୀ ଦିନରେ ବହୁ ସମସ୍ୟା ସୃଷ୍ଟି ହେବା ଉପଲବ୍ଧି କରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ କଟକ ଜିଲ୍ଲା ପକ୍ଷରୁ ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି । ଆଜି ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତ ବର୍ଷରେ ସଶକ୍ତ ଓ କଠୋର ଜନସଂଖ୍ୟା ଆଇନ…

Read More

ପ୍ରଫେସର ସନ୍ତୋଷ ତ୍ରିପାଠୀ ହେଲେ ଏଫ୍‌ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ପ୍ରଫେସର ସନ୍ତୋଷ ତ୍ରିପାଠୀ ହେଲେ ଏଫ୍‌ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭୁବନେଶ୍ୱର(ଏନ୍‌.ଏମ୍‌.): ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀଲାଲ ଆଜି ତାଙ୍କୁ ୪ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ ଏବଂ ଆଇଆର ବିଭାଗର ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ୩୦ ବର୍ଷରୁ…

Read More

ରାଜସ୍ଥାନରେ ପୁଣି ଭୂମିକମ୍ପ

ରାଜସ୍ଥାନରେ ପୁଣି ଭୂମିକମ୍ପ ରାଜସ୍ଥାନ (ଏଜେନ୍ସି): ରାଜସ୍ଥାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ବିକାନେର ଜିଲାରେ ଆଜି ସକାଳେ ୭ଟା ୪୨ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି । ଏଯାଏଁ ଧନ ଜୀବନହାନୀ ହୋଇଥିବା ନେଇ କୌଣସି ଖବର ମିଳିନାହିଁ । ଏହାପୂର୍ବରୁ ଗତକାଲି ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,…

Read More

କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ

କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ କଟକ (ଏନ୍‌.ଏମ୍‌.): କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସୟୁସିଆଇସି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁପ୍ରିମକୋର୍ଟଙ୍କର ରାୟ ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ପର୍ଯ୍ୟାପ୍ତ ପାରିମାଣର ଆର୍ଥିକ ସହାୟତା ଯୋଗାଇଦେବା, କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ତୁରନ୍ତ ସଂଶୋଧନ କରି ଏଥିରେ ସମସ୍ତ ମୃତକଙ୍କ ନାମ ପଞ୍ଜିକୃତ…

Read More

ସୁରତରୁ ୭ ଲକ୍ଷ ଟଙ୍କା ଲୁଟି ଫେରୁଥିଲେ ଓଡ଼ିଶା, ଟ୍ରେନରୁ ଧରାପଡ଼ି ଜେଲଗଲେ ଲୁଟେରା

ସୁରତରୁ ୭ ଲକ୍ଷ ଟଙ୍କା ଲୁଟି ଫେରୁଥିଲେ ଓଡ଼ିଶା, ଟ୍ରେନରୁ ଧରାପଡ଼ି ଜେଲଗଲେ ଲୁଟେରା ବ୍ରହ୍ମପୁର(ଏନ୍‌.ଏମ୍‌.): ସୁରତରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା, ମୋବାଇଲ ଲୁଟି ଓଡ଼ିଶା ଆସୁଥିବାବେଳେ ଟ୍ରେନରୁ ୭ଜଣ ଲୁଟେରା ଧରାପଡ଼ିଛନ୍ତି । ଅପରାଧ ଘଟାଇବା ପରେ ସୁରତ ପୁଲିସ ସେମାନଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ସୁରତ ଅମରୋଲିର ହରିଶ ଗୋଣ୍ଡାଲିଆ ନାମକ ବ୍ୟବସାୟୀ ସାଢେ ୭ ଲକ୍ଷ ଓ ୩ଟି ମୋବାଇଲ ଧରି ଦୋକାନରୁ ଘରକୁ ଆସୁଥିଲେ ।…

Read More