ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ନୂଆଦିଲ୍ଲୀ(ଏଜେନ୍ସି): ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ପବିତ୍ର ସୁନା ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବ ଭକ୍ତିପୂତ ଓ ମନୋଜ୍ଞ ପରିବେଶ ମଧ୍ୟରେ ପାଳନ କରାଯାଇଥିଲା । ବଢ଼ି ଭୋରରୁ ଦିଅଁମାନଙ୍କ ନିକଟରେ ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ, ନାମଯଜ୍ଞ, ହୋମ ଏବଂ ଉପଚାର ଆଦି ରୀତିନୀତି ଧାର୍ମିକ ପରମ୍ପରା ମୁତାବକ କରାଯିବା ପରେ…

Read More

କରୋନା କଟକଣାରେ ଇଦ-ଉଲ-ଜୁହା : ଘରେ ରହି କଲେ ନମାଜ ପାଠ

କରୋନା କଟକଣାରେ ଇଦ-ଉଲ-ଜୁହା : ଘରେ ରହି କଲେ ନମାଜ ପାଠ କଟକ(ଏନ୍‍.ଏମ୍‍.): ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ-ଉଲ-ଜୁହା କଟକ ସହରରେ ବୁଧବାର ପାଳନ କରାଯାଇଛି । ତେବେ ଚଳିତ ବର୍ଷ ମହାମାରୀ କରୋନା ଲାଗି ଏହି ପର୍ବ ପାଳନରେ ବାଧକ ସାଜିଛି । ଏଥିଲାଗି ସମସ୍ତ ଇସଲାମ ଧର୍ମାବଲମ୍ବୀ ପ୍ରାତଃକାଳରେ ସମୂହ ପ୍ରାର୍ଥନା ନ କରି ନ ନିଜ ଘରେ ପ୍ରାର୍ଥନା କରିଥିଲେ । ବିଶେଷକରି ସାମାଜିକ ଦୂରତ୍ୱକୁ ମାନି ପରିସ୍ଥିତିର ମୁକାବିଲା ଲାଗି…

Read More

କାଳିଆବୁଦା ଶ୍ମଶାନରେ ଆରମ୍ଭ ହେଲା ନିଶୁକ୍ଲ କୋଭିଡ ମୃତକଙ୍କ ଶବଦାହ କାର୍ଯ୍ୟ

କାଳିଆବୁଦା ଶ୍ମଶାନରେ ଆରମ୍ଭ ହେଲା ନିଶୁକ୍ଲ କୋଭିଡ ମୃତକଙ୍କ ଶବଦାହ କାର୍ଯ୍ୟ କଟକ(ଏନ୍‍.ଏମ୍‍.): କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ଏବଂ ସନ୍ଦିଗ୍ଧଙ୍କର ଶବଦାହ କାର୍ଯ୍ୟ ବୁଧବାର ଠାରୁ କାଳିଆବୁଦା ଶ୍ମଶାନରେ ଆରମ୍ଭ ହୋଇଛି । ସିଏମସି ପକ୍ଷରୁ ଶବଦାହ ଲାଗି ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ନିଶୁକ୍ଳରେ ଏହି ସେବା ଯୋଗାଇଦିଆଯିବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ଶବ ଦାହ ଲାଗି ୧୦ଜଣ କର୍ମଚାରୀ…

Read More