ଏସସିବିରେ ପହଞ୍ଚିଲା ୨ଟି ଇକମୋ ମେସିନ
ଏସସିବିରେ ପହଞ୍ଚିଲା ୨ଟି ଇକମୋ ମେସିନ କଟକ(ଏନ୍.ଏମ୍.): ସମ୍ପ୍ରତି ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଇକମୋ ବା ଏକ୍ସଟ୍ରା କର୍ପୋରିଲ ମେମ୍ବ୍ରୁନ ଅକ୍ସିଜେନସେନ ୨ଟି ମେସିନ କଟକ ବଡ଼ମେଡ଼ିକାଲ(ଏସସିବି)ରେ ପହଞ୍ଚିଛି । ଏହି ମେସିନ ଏସସିବିର କାର୍ଡିଓଥେରାସିସ ଏଣ୍ଡ ଭସ୍କୁଲାର ସର୍ଜରୀ ବା ସିଟିଭିଏସ ବିଭାଗରେ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଦିଲ୍ଲୀରୁ ଏକ୍ସପୋର୍ଟମାନେ ଆସି ଏସସିବିରେ ଏହି ୨ଟି ନୂତନ ମେସିନକୁ ଖୁବ ଶୀଘ୍ର ଇନଷ୍ଟଲ କରିବେ ବୋଲି ଜଣାପଡ଼ିଛି ।…
