ଜୁଲାଇ ୨୬ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ; ଅଗଷ୍ଟ ୧୯ରୁ ହୋଇପାରେ ନବମ ଶ୍ରେଣୀ ପାଠ ପଢ଼ା !

ଜୁଲାଇ ୨୬ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ; ଅଗଷ୍ଟ ୧୯ରୁ ହୋଇପାରେ ନବମ ଶ୍ରେଣୀ ପାଠ ପଢ଼ା ! ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍କୁଲ ଖୋଲିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁଲାଇ ୨୬ ତାରିଖ ସୋମବାର ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ଏନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।…

Read More