ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ କରୋନା କଟକଣାକୁ କୋହଳ କରି ଆସନ୍ତାକାଲି ଠାରୁ ବସ୍ ଚଳାଚଳ ପାଇଁ ରାଜ୍ୟସରକାର ଅନୁମତି ଦେଇଛନ୍ତି । ତେବେ ଆଜି ଜୁଲାଇ ମାସ ପାଇଁ ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରାଯାଇଥିବା ରାଜ୍ୟସରକାର କହିଛନ୍ତି । ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଜୁଲାଇ ମାସର ଟିକସ ଦେବ ପଡ଼ିବ ନାହିଁ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ…

Read More

ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍‌ଡାଉନ କଟକଣା

ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍‌ଡାଉନ କଟକଣା ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ନେଇ ରାଜ୍ୟରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ଅମାନିଆମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ପୂର୍ବଭଳି ରହିଛି । ତେଣୁ ଏଥର ରାଜ୍ୟର ସମସ୍ତ ଜିଲ୍ଲାକୁ କଟକଣା ମୁକ୍ତ କରାଯାଇ ନାହିଁ । ପୂର୍ବଭଳି କଟକଣା ବଳବତର ରହିବ ବୋଲି ଆଜି ଲକ୍‌ଡାଉନ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସଂକ୍ରମଣ ଦୃଷ୍ଟିରୁ ପୂର୍ବଭଳି…

Read More

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ କଟକ(ଏନ୍‌.ଏମ୍‌.): ଟ୍ୟାକ୍ସ ଫାଙ୍କିବା ପାଇଁ ବେଆଇନ କାର୍ଯ୍ୟ ଚାଲିଥିବାବେଳେ କମିଶନରେଟ ପୁଲିସ ହାତରେ ଧରାଡ଼ିଛି । ସୁନା ବ୍ୟବସାୟ କ୍ଷେତ୍ରରେ ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମାନେ କିଭଳି ଚୋରାରେ ସୁନା ଅଳଙ୍କାର ଆଣି କଟକରେ ବ୍ୟବସାୟ କରୁଥିଲେ ଆଜି ସେ ସମ୍ପର୍କରେ କମିଶନରେଟ ପୁଲିସ ପର୍ଦ୍ଦା ଫାସ କରିଛି । ପଞ୍ଜାବରୁ ବ୍ୟାପକ ପରିମାଣର ସୁନା ଅଳଙ୍କାର ଆସି କଟକର…

Read More