ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ
ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ମହାମାରୀ କରୋନାର ‘ଆର’ ଫ୍ୟାକ୍ଟର ବୃଦ୍ଧି ପାଉଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି । ତେଣୁ ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ଲୋକମାନେ କେମିତି…
