ପ୍ରେମ ହେଲା ତୋ ସାଥିରେ ରିଲିଜ
ପ୍ରେମ ହେଲା ତୋ ସାଥିରେ ରିଲିଜ କଟକ (ଏନ୍.ଏମ୍.) : ନୂଆ ଓଡ଼ିଆ ରୋମାଣ୍ଟିକ ଗୀତ ପ୍ରେମ ହେଲା ତୋ ସାଥିରେ ରିଲିଜ ହୋଇଯାଇଛି । କୁନା ରାଉଳଙ୍କ ଫୋର ସାଇଟ ୟୁ ଟ୍ୟୁବ ଚାନେଲରେ ଏହି ନୂଆ ଓଡ଼ିଆ ସ୍ମୃତି ମଧୁର ଗୀତଟି ରିଲିଜ ହୋଇଯାଇଛି । ଏଥିରେ କଣ୍ଠଦାନ କରିଛନ୍ତି ଦେବେଶ ପତି ଏବଂ ଅନ୍ତରା ଚକ୍ରବର୍ତ୍ତୀ । ଆଶୁତୋଷ ବାରିକ ଏହି ଗୀତଟିକୁ ରଚନା କରିଛନ୍ତି । ବିରଜା ପ୍ରସାଦ ଗୀତର ସଂଗୀତ…
