ଯୋବ୍ରା ଅଞ୍ଚଳରେ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ

ଯୋବ୍ରା ଅଞ୍ଚଳରେ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ କଟକ(ଏନ୍‌.ଏମ୍‌.): କଟକରେ ଡେଙ୍ଗୁ ସଂକ୍ରମଣ ଦେଖାଯିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଓ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ବସ୍ତିବାସିନ୍ଦା ତଥା ଗରିବ ଲୋକମାନଙ୍କୁ ଔଷଧିୟ ମଶାରୀ ପ୍ରଦାନ କରାଯାଇଛି । ଏହି ମଶାରୀ ବ୍ୟବହାର ଦ୍ୱାରା ମଶା କାମୁଡ଼ାରୁ ଲୋକେ ବର୍ତ୍ତି ପାରିବେ ବୋଲି କୁହାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ୪୦…

Read More

ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ

ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ବର୍ଷ +୨ ଶେଷ ବର୍ଷର ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ । ତେବେ ଏହା ସବୁ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନାହିଁ । ଇଣ୍ଡିଆନ ମ୍ୟୁଜିକ, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ ଇନ୍‌ଷ୍ଟ୍ରୁମେଣ୍ଟ, ଗୀତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହୋଇଛି । ଏହି ବିଭାଗୀୟ ଛାତ୍ରଛାତ୍ରୀ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ…

Read More

ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ

ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ ନୂଆଦିଲ୍ଲୀ (ଏନ୍‌.ଏମ୍‌.): ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇଛି । କ୍ୟାବିନେଟରେ ନୂଆ ଓ ପୁରୁଣାଙ୍କୁ ମିଶାଇ ୪୩ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏଥିରେ ୧୫ଜଣଙ୍କୁ କ୍ୟାବିନେଟ ଓ ୨୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ମନ୍ତ୍ରୀମଣ୍ଡଳରେ ୩୫ଜଣ ନୂଆମୁହଁ ରହିଥିବାବେଳେ ୧୧ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବିଶେଷ କରି ଯୁବ ଓ ଉଚ୍ଚଶିକ୍ଷିତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋକସରେ ରଖିଛନ୍ତି…

Read More