ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି
ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି କଟକ(ଏନ.ଏମ୍.): କଟକର ଐତିହାସିକ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଦାବି ଉଠିଛି । ୧୯୧୩ ମସିହାରେ ଭାରତ ବର୍ଷ ସ୍ୱାଧୀନତା ସଂଗ୍ରାମ ମଧ୍ୟ ଦେଇ ମହିଳା ଶିକ୍ଷା ପ୍ରତି ଗୁରୁତ୍ୱ ଆରୋପ କରି ସମଗ୍ର ଦେଶରେ ୨ଟି ପ୍ରମୁଖ ମହିଳା କଲେଜ ଗଢି ଉଠିଥିଲା । ତନ୍ମଧ୍ୟରୁ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ଅନ୍ୟତମ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୈଳବାଳା ଦାସଙ୍କ…
