ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ
ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ କଟକ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀର ପ୍ରକୋପ କ୍ରମଶଃ ହ୍ରାସ ପାଇ ସରକାରଙ୍କ ତରଫରୁ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆମ କଟକ ଜିଲ୍ଲାରେ କିନ୍ତୁ କରୋନା ସଂକ୍ରମଣ ସ୍ଥିତି ପୂର୍ବ ପରି ରହିଛି । ଏଥିପାଇଁ ଜନସାଧାରଣଙ୍କ ସଚେତନତାର ବିଶେଷ ଗୁରୁତ୍ୱ ରହିଛି । ତେଣୁ ଆଜି କଟକ ସହରାଞ୍ଚଳ-୨ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ୧୦ନମ୍ବର ୱାର୍ଡର ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର…
