କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର-୧୩ ବାଲ୍ମିକୀ ନଗର ଆଦିବାସୀ ସାହିରେ ଆଦିବାସୀ ସେଙ୍ଗେଲ ଅଭିଯାନ କଟକ ଜିଲ୍ଲା ସଭାପତି ସିଙ୍ଗ୍ରାୟ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ହାସା-ଭାଷା ବିଜୟ ଦିବସ ପାଳନ କରାଯାଇଛି । ଏଥିରେ ଅତିଥି ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ ଯୋଗ ଦେଇ ହାସା-ଭାଷା ବିଜୟ ଦିବସ ଆଦିବାସୀଙ୍କ ମାତୃଭୁମି-ମାତୃଭାଷାର ବିଜୟ ଦିବସ ବୋଲି ମତବ୍ୟକ୍ତ କରିଥିଲେ ।…

Read More

ବଡ଼ଦିନ ଓ ନୂଆବର୍ଷ ପାଳନକୁ ଝଟକା : ୯ ଦିନ ପାଇଁ ସାରା ରାଜ୍ୟରେ କଟକଣା

ବଡ଼ଦିନ ଓ ନୂଆବର୍ଷ ପାଳନକୁ ଝଟକା ୯ ଦିନ ପାଇଁ ସାରା ରାଜ୍ୟରେ କଟକଣା ଭୁବନେଶ୍ୱର (ଏନ୍‌.ଏମ୍‌.): କେଇଟା ଘଣ୍ଟା ପରେ ବଡ଼ଦିନ ପାଳନ ହେବାକୁ ଥିବାବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ରାଜ୍ୟବାସୀଙ୍କୁ ଝଟକା ଦେଇଛି । ତେବେ ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ପରେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ୪ଜଣ ଆକ୍ରାନ୍ତ ହୋଇ ସାରିଲେଣି । ତେବେ ଏହାର ସଂଖ୍ୟାବୃଦ୍ଧି ନହେବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇ ଏଭଳି କଟକଣା ଲଗାଇଛନ୍ତି…

Read More

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କର୍ମଶାଳା: ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗର ସଂଯୋଗୀକରଣ

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କର୍ମଶାଳା: ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗର ସଂଯୋଗୀକରଣ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜ୍ଞାନ ଓ କାରିଗରୀ ବିଭାଗ ତଥା କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଭାରତୀୟ ବିଜ୍ଞାନ, କାରିଗରୀ ତଥା ଯାନ୍ତ୍ରିକ ସୁବିଧା ମ୍ୟାପିଂ (ଆଇଷ୍ଟେମ୍‌) ପୋର୍ଟାଲର ସଂଯୋଗୀକରଣ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଂଯୋଗୀକରଣ ଫଳରେ ରାଜ୍ୟର ବିଜ୍ଞାନୀ ତଥା ଗବେଷକମାନେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ବୈଜ୍ଞାନିକ ପ୍ରତିଷ୍ଠାନ ତଥା ଗବେଷଣା ସଂସ୍ଥାନଗୁଡ଼ିକରେ କାର୍ଯ୍ୟକାରୀ…

Read More

କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ

କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.) : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୋଟସାହି ଓ ଉଚ୍ଚପଦା ପଞ୍ଚାୟତର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । କୋଟସାହି ପଞ୍ଚାୟତରେ ବ୍ଲକ୍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ ଓ ଉଚ୍ଚପଦା ପଞ୍ଚାୟତରେ ଆଇନ୍‌ଜୀବୀ ଚିତ୍ତରଞ୍ଜନ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବିତରଣ କରିଥିଲେ…

Read More

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଅତିଷ୍ଠ କଲାଣି ହିମ ପ୍ରଭାବ । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ନେଇ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ଏଠାରେ ପ୍ରାୟ ୩.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୧୯ଟି ସ୍ଥାନରେ ତାପମାତ୍ରା ୧୦…

Read More

ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ

ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ଥାନା ଅନ୍ତର୍ଗତ ଦୁଧିଆନାଳିର ମୁଣ୍ଡାସାହି ସ୍ଥିତ ଫୁଟ୍‌ବଲ ପଡ଼ିଆ ନିକଟରେ କିଛି ଅସାମାଜିକ ଲୋକମାନେ ଗଞ୍ଜାଲଢ଼େଇ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ଚୌଦ୍ୱାର ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଖେଳର ମୁଖ୍ୟ କାର୍ପେଟ୍‌ଦାର ଡାଳିଯୋଡ଼ା ବ୍ରହ୍ମପୁର ଅଞ୍ଚଳର ଶିବ ମଲ୍ଲିକ (୩୬)ଙ୍କ ସହ ଅନ୍ୟ ସହଯୋଗୀ ଖୋର୍ଦ୍ଧା ଜିଲ୍ଲା ପଟିଆ ଅଞ୍ଚଳର ନିହାର…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେଲା ବାୟୁ ସ୍ୱାସ୍ଥ୍ୟସେବା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେଲା ବାୟୁ ସ୍ୱାସ୍ଥ୍ୟସେବା ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜନସାଧାରଣ ପାଇବେ ଉନ୍ନତ ସ୍ୱାସ୍ଥ୍ୟସେବା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ଯେଉଁ ଅଞ୍ଚଳକୁ ସଡ଼କ ପଥରେ ଆମ୍ବୁଲାନ୍ସ ପହଞ୍ôଚବା କଷ୍ଟ ସାଧ୍ୟ ହେଉଛି ସେଭଳି ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କୁ ତ୍ୱରିତ ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୁ ସ୍ୱାସ୍ଥ୍ୟସେବାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆଜି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

Read More

ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ବ୍ଲକର ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ (ଟି)ଅକ୍ଷର ସଦୃଶ ହୋଇଥିବାବେଳେ ଏଭଳି ସେତୁ ରାଜ୍ୟର ପ୍ରଥମ ବୋଲି ଜଣାପଡ଼ିଛି । ତେବେ ଏହି ସେତୁ ନିର୍ମାଣ ପାଇଁ ୧୧୧ କୋଟି ଟଙ୍କା ବ୍ୟୟ କରାଯାଇଛି ।…

Read More

ବିଶିଷ୍ଟ ଶ୍ରମିକ ନେତା ବନମାଳି ଦାସଙ୍କ ଶ୍ରାଦ୍ଧୋତ୍ସବ

ବିଶିଷ୍ଟ ଶ୍ରମିକ ନେତା ବନମାଳି ଦାସଙ୍କ ଶ୍ରାଦ୍ଧୋତ୍ସବ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବନମାଳି ଦାସଙ୍କର ଶ୍ରାଦ୍ଧୋତ୍ସବ କୋଭିଡ଼ ନିୟମାନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ନିଜକୁ ଶ୍ରମିକମାନଙ୍କ ହିତପାଇଁ ନିଜର ଉତ୍ସର୍ଗୀକୃତ ସେବା ଯୋଗାଇ ଆସିଥିଲେ । ଚୌଦ୍ୱାର ଅଞ୍ଚଳରେ ଓଟିଏମ୍ କଲୋନୀ ସ୍ଥିତ ଗୋପବନ୍ଧୁ ହାଇସ୍କୁଲର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ଶେଷ ପର୍ଯ୍ୟନ୍ତ ସେ ଜଣେ ସଂଗ୍ରାମୀ ଭାବେ କାର୍ଯ୍ୟ କରିଥିଲେ । ସ୍ୱର୍ଗତ ଦାସଙ୍କର…

Read More

କଟକ ମିଡିଆ କପ୍‌: ବ୍ଲୁ କୁ ହରାଇ ରେଡ୍ ବିଜେତା

କଟକ ମିଡିଆ କପ୍‌: ବ୍ଲୁ କୁ ହରାଇ ରେଡ୍ ବିଜେତା କଟକ(ଏନ୍‌.ଏମ୍‌.): ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ କଟକ ମିଡିଆ କପ୍‌ରେ ଟିମ୍ ବ୍ଲୁ’କୁ ହରାଇ ଟିମ୍ ରେଡ୍ ବିଜେତା ହୋଇଛି । ଓସିଏ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ବ୍ଲୁ ଟସ୍ ଜିତି ବୋଲିଂ କରିଥିଲା । ଅଧିନାୟକ ବିଶ୍ୱଜିତ ଦାସଙ୍କ ୩୨ରନ୍ ଓ ପ୍ରମୋଦ ସାମନ୍ତରାୟଙ୍କ ୧୬ରନ୍ ସହାୟତାରେ ରେଡ୍ ନିର୍ଧାରିତ ୮ ଓଭରରେ ୩ ୱିକେଟ ହରାଇ ୯୩ ରନ୍…

Read More

କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ

କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବିଜୁପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଳା ସାହିତ୍ୟ ସଂସଦର ମିଳିତ ସହଯୋଗରେ କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଓଡ଼ିଶା ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ତଥା ବିଶିଷ୍ଟ କବି ଜଷ୍ଟିସ ଅରୁଣ କୁମାର ପରିଚ୍ଛା ଆନୁଷ୍ଠାନିକ ଭାବେ ଉଦଘାଟନ…

Read More

କୋଣାର୍କ ସାହିତ୍ୟ ଆସର: ‘ଭାଷା ଓ ସାହିତ୍ୟ ଗୋଟିଏ ଜାତିର ସଂସ୍କୃତିର ବାହକ’

କୋଣାର୍କ ସାହିତ୍ୟ ଆସର: ‘ଭାଷା ଓ ସାହିତ୍ୟ ଗୋଟିଏ ଜାତିର ସଂସ୍କୃତିର ବାହକ’ କୋଣାକ(ଏନ୍‌.ଏମ୍‌.): ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ଲୋକମାନଙ୍କର ଭାବର ବାହକ ସାଜିଥିବା ତୁଣ୍ଡର ଭାଷା ତଥା ତହିଁରୁ ସୃଷ୍ଟ ସାହିତ୍ୟ ସଂପୃକ୍ତ ଜାତିର ସଂସ୍କୃତିର ବାହକ । ଭାଷା ତଥା ସାହିତ୍ୟରେ ଜନ୍ମମାଟିର ସୁଗନ୍ଧ ସୁରକ୍ଷିତ ନ ରହିପାରିଲେ, ସଂପୃକ୍ତ ଜାତି ନିଜର ମୌଳିକ ପରିଚୟ ଓ ଗୌରବ ଗାରିମା ହରାଇଥାଏ । ନିଜସ୍ୱ ସଂସ୍କୃତିର ମହନୀୟତାକୁ ଶାଶ୍ୱତ, କାଳଜୟୀ ତଥା…

Read More