ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା

ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା ବୟାଳିଶ ମୌଜା (ଏନ୍‌.ଏମ୍‌.):ସାମାଜିକ ସଂଗଠନ ପ୍ରତିଭା ସାଂସ୍କୃିତିକ କଳା ପରିଷଦ ପକ୍ଷରୁ ବନ୍ତୁଣିଆସ୍ଥିତ ବନ୍ତେଶ୍ୱର ମହାଦେବ ପୀଠରେ ଏକ କ୍ରୀଡା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଅନ ହୋଇଥିବା ୪୨ମୌଜା ବଉଳକୁଦ ଗ୍ରାମର ସ୍ୱର୍ଣ୍ଣଦେବୀ ଫୁଟବଲ୍ ଟିମର ସମସ୍ତ ଖେଳାଳୀ ଓ କର୍ମକର୍ତ୍ତମାନଙ୍କୁ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା…

Read More

ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ

ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ ଓଡ଼ିଶା ପୁଲିସ୍‌କୁ ଅଧିକ କ୍ରିୟାଶୀଳ ଓ ରୁଦ୍ଧିମନ୍ତ କରାଯିବ କଟକ(ଏନ୍‌.ଏମ୍‌.): ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୩ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥବରେ ଡିଜିପି ଅଭୟଙ୍କ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶା ପୁଲିସ୍ ବିଭାଗକୁ କିଭଳି ଅଧିକ କ୍ରିୟାଶୀଳ ଓ ରୁଦ୍ଧିମନ୍ତ କରାଯିବ ସେ…

Read More

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମିଶନରୋଡ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଏମ. ତୃପ୍ତିରାଣୀଙ୍କ ପୌରହିତ୍ୟରେ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭର୍ଚ୍ଚୁଆଲ ମୋଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ରେଭରେଣ୍ଟ ପରିତୋଷ ରାଉତ ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ । ରେଭରେଣ୍ଟ ସୌରଭ ସମ୍ପଦ ନାଗ ବଡ଼ଦିନର ଶୁଭବାର୍ତ୍ତା ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଏମ.ତୃପ୍ତିରାଣୀ ଛାତ୍ରଛାତ୍ରୀମାନଙ୍କୁ ବଡ଼ଦିନ…

Read More

ଜଷ୍ଟିିସ୍ ରାଜ କିଶୋର ଦାସଙ୍କ ଶ୍ରାଦ୍ଧୋତ୍ସବ: ‘ଭାରତୀୟ ବିଚାର ବ୍ୟବସ୍ଥା ହେଉଛି ବିଶ୍ୱର ସର୍ବବୃହତ ବିଚାର ବ୍ୟବସ୍ଥା’

ଜଷ୍ଟିିସ୍ ରାଜ କିଶୋର ଦାସଙ୍କ ଶ୍ରାଦ୍ଧୋତ୍ସବ: ‘ଭାରତୀୟ ବିଚାର ବ୍ୟବସ୍ଥା ହେଉଛି ବିଶ୍ୱର ସର୍ବବୃହତ ବିଚାର ବ୍ୟବସ୍ଥା’ କଟକ(ଏନ୍‌.ଏମ୍‌.): ବିଶିଷ୍ଠ ଆଇନଜ୍ଞ, ସମାଜସେବୀ ତଥା ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରାଜ କିଶୋର ଦାସଙ୍କ ୨୬ ତମ ଶ୍ରାଦ୍ଧୋତ୍ସବ ଜୁମ୍ ୱେବିନାର୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ବିଚାରପତି ଶତୃଘ୍ନ ପୂଜାହାରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ଦାସଙ୍କୁ ଜଣେ ବାଗ୍ମୀ ଭାବେ ଅଭିହିତ କରିଥିଲେ । ତାଙ୍କ ବିଚାରପତି…

Read More

ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ପଣ୍ଡିତ ନୀଳମଣି ବିଦ୍ୟାରନି ଥିଲେ ଓଡ଼ିଆ ଭାଷା-ସାହିତ୍ୟର ପୃଷ୍ଠପୋଷକ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର । ସମ୍ବାଦପତ୍ର ସମ୍ପାଦନା, ଭାଷା ଆନ୍ଦୋଳନ, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ଯୋଗଦାନ ଅତୁଳନୀୟ । ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଶ୍ରୀବୃଦ୍ଧିରେ ତାଙ୍କର ନିରନ୍ତର ପ୍ରୟାସ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଆଜି ସ୍ଥାନୀୟ ଜୟଦେବ ଭବନଠାରେ…

Read More

୨୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ୨୫ ହଜାର ଗ୍ରାମରେ ଖାଦ୍ୟମେଳା

ଓଡ଼ିଶା ପୁଷ୍ଟି ମହୋତ୍ସବ: ପ୍ରତି ଥାଳିରେ ପୁଷ୍ଟିକର ଖାଦ୍ୟ ୨୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ୨୫ ହଜାର ଗ୍ରାମରେ ଖାଦ୍ୟମେଳା ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ରାମୀଣ ଓଡ଼ିଶାରେ ପୁଷ୍ଟିକର ଖାଦ୍ୟର ପ୍ରସାର ଏବଂ ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ ୨୫୦୦ ଗ୍ରାମ ପଞ୍ଚାୟତରେ ସପ୍ତାହବ୍ୟାପୀ ‘ଓଡ଼ିଶା ପୁଷ୍ଟି ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବାସୀଙ୍କ ମଧ୍ୟରେ ମୋ ଉପକାରୀ ବଗିଚାର ପ୍ରଚାରପ୍ରସାର…

Read More

ନୂଆପଡ଼ା ବାଲିସାହି ଆଦିବାସୀ ବସ୍ତିରେ ଢାବୁଲ ତାମସା

ନୂଆପଡ଼ା ବାଲିସାହି ଆଦିବାସୀ ବସ୍ତିରେ ଢାବୁଲ ତାମସା କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୧ ନମ୍ବର ୱାର୍ଡ଼ ସ୍ଥିତ ନୂଆପଡା ବାଲିସାହି ଆଦିବାସୀ ବସ୍ତିଠାରେ ଅଦିବାସୀଙ୍କର ପାରମ୍ପାରିକ “ଢାବୁଲ ତାମସା’ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ଆଦିବାସୀମାନଙ୍କର ବହୁବିଧ ଉନ୍ନୟତି ନିମନ୍ତେ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।…

Read More

ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ

ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ତେବେ ସେ ଗତ ୭ ତାରିଖରୁ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ହୋଇପଡ଼ିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ସେ ଦୀର୍ଘଦିନ ହେବ କିଡନୀ ରୋଗରେ ପୀଡିତ ଥିବାବେଳେ ନିୟମିତ ଭାବେ ତାଙ୍କର ଡାଏଲିସ୍‌ସି କରାଯାଉଥିଲା । ତେବେ ମଙ୍ଗଳବାର ଅପରାହ୍ଣରେ…

Read More

ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜୟନ୍ତୀ

ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜୟନ୍ତୀ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ୧ଶହ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଏକାଡେମୀର ସଚିବ ପଞ୍ଚାନନ ସାମଲ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ…

Read More

କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର

କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଗତ ୮ ତାରିଖ ବୁଧବାର ପୂର୍ବାହ୍ନରେ ଅର୍କଶ୍ରୀର ଶିଳ୍ପୀ ବାଟିକା ପରିସରରେ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର ଏବଂ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମଟି କୋଭିଡ୧୯ର ସମସ୍ତ ନିତୀ…

Read More

ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବଡ଼ମ୍ବା (ଏନ୍‌.ଏମ୍‌.): ଭାରତସରକାରଙ୍କ ମିନିଷ୍ଟ୍ରି ଅଫ ସ୍କିଲ ଡେଭେଲପ ଏଣ୍ଡ ଏଣ୍ଟେରପ୍ରେନୁୟେରସିପ ଅନ୍ତର୍ଗତ ସ୍ୱୟଂଶାସିତ ସଂସ୍ଥା ଜନଶିକ୍ଷଣ ସଂସ୍ଥା ନିର୍ଦ୍ଦେଶାଳୟର କଟକ ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବଡମ୍ବା ବ୍ଲକ ଅନ୍ତର୍ଗତ ଦାଶରଥୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାରୋଡ଼ ଗ୍ରାମର ଭେଳେଇ ଓ ବେଲିଆପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମଣଗାଡିଆ ଗ୍ରାମରେ ଦୁଇ ଗୋଟି ଦକ୍ଷତା ବିକାଶ କେନ୍ଦ୍ରର ସ୍ଥାପନ କରାଯାଇଛି । ଗ୍ରାମାଞ୍ଚଳର ଯୁବ…

Read More

ଓସେପା ତରଫରୁ ରାଜ୍ୟସ୍ତରୀୟ କଳା ଉତ୍ସବ : ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ

ଓସେପା ତରଫରୁ ରାଜ୍ୟସ୍ତରୀୟ କଳା ଉତ୍ସବ : ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱର(ଏନ୍‍.ଏମ୍‍.): ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ…

Read More