ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ

ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ ଭୁବନେଶ୍ୱର(ଏନ୍‌.ଏମ୍‌.): “ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ସୋମବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ୧୮ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ୨ କୋଟି ୪୦ ଲକ୍ଷ ଟଙ୍କାର…

Read More

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ; ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି ଭୁବନେଶ୍ୱର/ ଖୋର୍ଦ୍ଧା (ଏନ୍‌.ଏମ୍‌.): ବହୁ ଚାଲେଞ୍ଜକୁ ସମ୍ମୁଖୀନ ହୋଇ ସୁଦ୍ଧା ପୂର୍ବତନ ରେଳବାଇ ସେବା ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ଦେଇ ସଫଳତାର ସୋପାନରେ ରହିଛି । କରୋନା ସମୟରେ ସଂକ୍ରମଣ ଦୃଷ୍ଟିକୁ ରେଳବାଇ ଅନେକ ସେବାକୁ ବାତିଲ କରିଥିବାବେଳେ ଏବେ ଧିରେ ଧିରେ ସେବାଗୁଡ଼ିକୁ ଉପଲବ୍ଧ କରାଇ ଦେଶରେ ସ୍ୱତନ୍ତ୍ର ତଥା ଦକ୍ଷତାର ପରିଚୟ…

Read More

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚର ପୁରାତନ ଛାତ୍ରଙ୍କ ଦ୍ୱାରା ସ୍ଥାନୀୟ ନଜରପୁର ଗୟାନା ଛକରେ ଏକ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି । ବ୍ୟାଚ୍ ସଭାପତି ଅଲେଖ ଚନ୍ଦ୍ର ବେହେରା, ନୃସିଂହ ଚନ୍ଦ୍ର ପରିଡା, ଉମାଶଙ୍କର ସାମଲ, ଦେବେନ୍ଦ୍ର ଦାସ, ଧନେଶ୍ୱର ମହାନ୍ତି, ଫଗୁ ଚରଣ ସାହୁ, ଦେବେନ୍ଦ୍ର ପଣ୍ଡା, ବିଭୁତି ଭୁଷଣ ବାରିକ, ଅକ୍ଷୟ ବେହେରା, ଗୋବିନ୍ଦ ଚନ୍ଦ୍ର…

Read More

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ

ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ୧୦୮ ଦୀପଦାନ କୋଣାର୍କ(ଏନ୍‌.ଏମ୍‌.): ମହାନ ସାରସ୍ୱତସାଧକ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସର ପୁଣ୍ୟତିଥିରେ ‘ମନୋଜ ଦାସ ଫ୍ୟାନ୍ସ ଫେସବୁକ ଗୃପ୍‌’ ପକ୍ଷରୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିର ସଙ୍ଗମ ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ୧୦୮ ଦୀପଦାନ କରାଯାଇଛି । ଏପ୍ରିଲ ୨୭ ତାରିଖ ବୁଧବାର ସନ୍ଧ୍ୟାରେ ଅବଶରପ୍ରାପ୍ତ ଶିକ୍ଷକ କାମଦେବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

Read More

ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ

ଏକାମ୍ର ସାରସ୍ୱତ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଭାରତ ହେଉଛି ସନ୍ଥଙ୍କ ଦେଶ ଏବଂ ଆଗାମୀ ସମୟରେ ଭାରତ ବିଶ୍ୱଗୁରୁ ରୂପେ ଉଭା ହେବ- ରାଜ୍ୟପାଳ ଭୁବନେଶ୍ୱର (ଏନ୍‌.ଏମ୍‌.):ସନାତନ ଧର୍ମର ମୂଳ ଭାବ ହେଉଛି ଶାଶ୍ୱତ ସହ ସଂଯୋଗ । ଆମେ ଯେଉଁ ଉତ୍ସରୁ ଆସିଛେ, ସେହି ଉତ୍ସ ସହ ସଂଯୁକ୍ତ ହୋଇ ରହିବା ହେଉଛି ଧର୍ମର ସାରବତ୍ତା । ସଂସାରକୁ ଆସିଲା ପରେ ଅନେକଙ୍କର ସଂଯୋଗରେ ବ୍ୟାଘାତ ହୁଏ । ସେମାନେ ଅଳୀକ ମାୟାରେ ପଥଭ୍ରଷ୍ଟ…

Read More

ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ

ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୂସୁଧନ ଦାସଙ୍କ  ( ମଧୁବାବୁ)  ୧୭୪ ପୁଣ୍ୟ ଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ପୂର୍ବକ ଓଡିଶା ବାସୀଙ୍କ ତରଫରୁ କୋଟି କୋଟି ପ୍ରଣାମ ଜଣେଇ ଛାଡ଼ି  ଯାଇଥିବା ଅଧୁରା କାର୍ଯ୍ୟକୁ ପୁରଣ କରିବା ପାଇଁ ଭାଷା ଆନ୍ଦୋଳନ , ଓଡ଼ିଶାର ଭାଷା ଯୋଦ୍ଧା ମାନେ ରାଜ୍ୟପାଳ ଭବନ ନିକଟ ମଧୁବାବୁଙ୍କ ପ୍ରତିମୁର୍ତିସ୍ଥଳ “ଭାଷା ତୀର୍ଥ”ରେ  ପଣ କଲେ |  ଓଡ଼ିଆରେ ଓଡ଼ିଶାର ଶାସନ…

Read More

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଞ୍ଜୁର କରାଯାଇଥିବା ରୋଡ୍ ଇନ୍‌ଫ୍ରା ଓ ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ଶିଳାନ୍ୟାସ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପନଗରପାଳ ଶୁଭେନ୍ଦୁ ସାମଲ, ଚୌଦ୍ୱାର ପୌରପାଳିକା ନିର୍ବାହୀ ଅଧିକାରୀ ପବିତ୍ର କୁମାର…

Read More

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୩୦ ମସିହା ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ରାଜ୍ୟରେ ମ୍ୟାଲେରିଆ ରୋଗର ପ୍ରକୋପ, ରୋଗର ଗତିବିଧି, ନିରାକରଣ ପନ୍ଥା ଓ ଅନ୍ତର୍ବିଭାଗୀୟ ସହଭାଗିତା ଆଦି ସମ୍ପର୍କରେ ତର୍ଜମା କରିବା ପାଇଁ ଆଜି ସମୟ ଆସିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରକାଶ…

Read More

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ; ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ ଜଗତପୁର(ଏନ୍‌.ଏମ୍‌.): ସରକାର ମହିଳା ଓ ଶିଶୁମାନଙ୍କ ସାମଗ୍ରିକ ବିକାଶ ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବିଶେଷ କରି ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁମାନଙ୍କ ଯତ୍ନ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତି ପ୍ରଶଂସନୀୟ । ମାତ୍ର ବିଭାଗୀୟ ଅଧିକାରୀଙ୍କ…

Read More

ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ

ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ମୁସଲିମ ସମ୍ପ୍ରଦାୟର ପବିତ୍ର ଇଦଉଲ ଫିତର ପର୍ବ ପାଳନ ନେଇ କଟକ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲାଲବାଗ ଥାନା ଅନ୍ତର୍ଗତ ରୟାଲ ଗାର୍ଡେନ ଠାରେ ଆୟୋଜିତ ଏହି ବୈଠକରେ ଡିସିପି ପ୍ରତୀକ ସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ସହରର ସବୁ ମସଜିଦ କମିଟିର କର୍ମକର୍ତ୍ତା, ମୁସଲିମ ସାହି ବସ୍ତିର ମୁରବିମାନେ ଯୋଗ…

Read More

ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ

ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ଡ୍ରେନେଜ ସମସ୍ୟା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ଅଞ୍ଚଳରେ ନାଳନଦ୍ଦର୍ମା ଅବସ୍ଥା ବେହାଲ ହୋଇପଡ଼ିଥିବାବେଳେ ଏହାକୁ ମରାମତି କିମ୍ବା ପୁନରୁଦ୍ଧାର କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ସମ୍ପ୍ରତି ସରକାର କଟକ ସହରକୁ ରାଜ୍ୟର ଏକନମ୍ବର କରିବା ପାଇଁ ବହୁ ପ୍ରକଳ୍ପ ମାନ ହାତକୁ…

Read More

କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା

କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା କଟକ ସଦର(ଏନ୍‌.ଏମ୍‌.): କଟକ ସଦର ବ୍ଲକ ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ଶାନ୍ତି ଯଜ୍ଞର ପ୍ରଥମ ଦିନ ୧୭ ତାରିଖରେ ଶୁଭ ଅଙ୍କୁରାରୋପଣ, ୧୮ ତାରିଖରେ କଳସ ଶୋଭାଯାତ୍ରା, ସୁର୍ଯ୍ୟ ପୂଜା, ଅଗ୍ନିସ୍ଥାପନ ଓ ସର୍ବ ଦେବାଦେବୀଙ୍କର ଯଜ୍ଞ ମଣ୍ଡପକୁ ଆବାହନ,୧୯ ତାରିଖରେ ଭଗବତଗୀତାରେ ଆହୁତି ପ୍ରଦାନ,…

Read More