ମଧ୍ୟକଚ୍ଛ ସେବା ସମବାୟ ସମିତି କର୍ମକର୍ତ୍ତା ନିର୍ବାଚନ
ମଧ୍ୟକଚ୍ଛ ସେବା ସମବାୟ ସମିତି କର୍ମକର୍ତ୍ତା ନିର୍ବାଚନ ସାଲେପୁର(ଏନ୍.ଏମ୍.): ସାଲେପୁର ଅନ୍ତର୍ଗତ ମଧ୍ୟକଚ୍ଛ ସେବା ସମବାୟ ସମିତିର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ସଭାପତି ନିର୍ବାଚନ ନିମନ୍ତେ ୭ଟି ସେଟ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ମାତ୍ର ସର୍ବସମ୍ମତି କ୍ରମେ ସମସ୍ତ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ଭାସ୍କର କିଶୋର କରଙ୍କୁ ଚୟନ ଯାଇଥିଲା । ଫଳରେ ଶ୍ରୀ କର ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ସମୟରେ ମଧ୍ୟକଚ୍ଛ ସେବା…
