ନରସିଂହପୁର ମିଶନ ଶକ୍ତିର ମା’ ପ୍ରଗଳା ମହିଳା ମହାସଂଘରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ଚଢ଼ାଉ
ନରସିଂହପୁର ମିଶନ ଶକ୍ତିର ମା’ ପ୍ରଗଳା ମହିଳା ମହାସଂଘରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ଚଢ଼ାଉ ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ନରସିଂହପୁର ମିଶନ ଶକ୍ତିରେ ବ୍ୟାପକ ଦୁର୍ନୀତି ହେବା ନେଇ ଅଭିଯୋଗ ହେବା ପରେ ଆଜି ତଦନ୍ତ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ଆଜି ଭିଜିଲାନ୍ସ ବିଭାଗ ଅଧିକାରୀମାନେ ମିଶନ ଶକ୍ତିର ଏକ ମହିଳା ସଂଗଠନ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ, ୨୦୧୮ ମସିହାରୁ ମା’ ପ୍ରଗଳା…
