ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ନିଜ ହାତଗଢ଼ା ସ୍କୁଲ ଦେଖିଲେ
ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ନିଜ ହାତଗଢ଼ା ସ୍କୁଲ ଦେଖିଲେ #ରାଇରଙ୍ଗପୁର(ଏନ୍.ଏମ୍.): ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ପ୍ରଥମଥର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପାଦଥାପିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସେ ଅଛନ୍ତି । ତେବେ ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଦେଖିବା ପରେ ଆଜି ହଜାର ହଜାର ଜନସାଧାରଣଙ୍କ ତାଙ୍କୁ ଭବ୍ୟସ୍ୱାଗତ କରିଥିଲେ । ନିଜ ମାଟିର ଝିଅ ଆଜି ରାଷ୍ଟ୍ରପତି ହେବା ଏହି ଅଞ୍ଚଳ ପାଇଁ କମ ଗୌରବର…
