ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି
ପୁଲିସକୁ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ଏସଆଇ ଗୁରୁତର, ଏସସିବିରେ ଭର୍ତ୍ତି #ଜଗତସିଂହପୁର (ଏନ୍.ଏମ୍.): ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି । କେଉଁଠି ସାମ୍ପ୍ରଦାୟିକ ଦଙ୍ଗା ଠାରୁ ଆରମ୍ଭ କରି ଚୋରି ରହାଜାନୀ, ଛିନତାଇ, ଦାଦାବଟି ଆଦାୟ ଭଳି ଅନେକ ଅପରାଧ ମୂଳକ କାର୍ଯ୍ୟ ବୃଦ୍ଧି ପାଇଛି । ସମ୍ପ୍ରତି ଅପରାଧିକ କାର୍ଯ୍ୟ ଏତେମାତ୍ରାରେ ବୃଦ୍ଧି ପାଇଛି ଯେ ସାଧାରଣ ଜନତା ଘରେ ମଧ୍ୟ ସୁରକ୍ଷିତ ନଥିବା ଅଭିଯୋଗ ଆଣିଛନ୍ତି ।…
