ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା

ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା କେଉଁଠି ଉଚ୍ଛତ୍ସିତ ସମ୍ବର୍ଦ୍ଧନା ତ ଆଉ କେଉଁଠି ତିରସ୍କାର #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟ ପ୍ରଶାସନ କ୍ଷେତ୍ରରେ ମଙ୍ଗ ଧରିଥିବା ବିଶିଷ୍ଟ ପ୍ରଶାସକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇପ-ଟି ସଚିବଙ୍କ କଟକଗସ୍ତ ଆରମ୍ଭ ହୋଇଛି । ରାଜ୍ୟର ବହୁ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରିଥିଲେ ଫାଇପ-ଟି ସଚିବ । ତେଣୁ ଏବେ…

Read More

ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ଜଷ୍ଟିସ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଅବସ୍ଥାପିତ…

Read More

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ #କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମାଟ୍ରିକ ରେଗୁଲାର ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି । ୩୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୮୧୯୫ ଛାତ୍ରଛାତ୍ରୀ ଫର୍ମ ପୂରଣ…

Read More

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଅଧିନସ୍ଥ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ତରିକୁନ୍ଦ ପଞ୍ଚାୟତ ଅନ୍ତର୍ଗତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରତିଭାଧାରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ଯୋଗଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି ଏବଂ ଅଭୟ କୁମାର ଦାସ ଏଥିରେ ସଭାପତିତ୍ୱ କରିଥିଲେ…

Read More

ଦେଶ ସେବାରେ ସହିଦ ହୋଇଗଲେ ନୌସେନାର ଜବାନ, ଆଠଗଡ଼ ମାଟିର ପୁଅ ଜନସନ

ଦେଶ ସେବାରେ ସହିଦ ହୋଇଗଲେ ନୌସେନାର ଜବାନ, ଆଠଗଡ଼ ମାଟିର ପୁଅ ଜନସନ   #ଆଠଗଡ଼(ଏନ୍‌.ଏମ୍‌.): ଦେଶ ମାତୃକାର ସେବା ପାଇଁ ଭାରତୀୟ ନୌସେନାରେ ଯୋଗ ଦେଇଥିବା ଜଣେ ଜବାନ ଆଜି ସହିଦ ହୋଇ ଯାଇଛନ୍ତି । ଦେଶର ସୁରକ୍ଷା ପାଇଁ ଅଣ୍ଟାଭିଡିଥିବା ଜବାନ ନିଜର ପ୍ରାଣକୁ ପଛରେ ପକାଇ ଦେଶ ପାଇଁ ଆଜି ସହିଦ ହୋଇ ଯାଇଛନ୍ତି । ଆଉ ସେ ନିଜକୁ ନିଜର ପରିବାରକୁ ପଛରେ ପକାଇ ପାଲଟି ଯାଇଛନ୍ତି ଅଫେରା ପଥର ପଥିକ…

Read More

ରାଜ୍ୟସ୍ତରୀୟ ବିଶ୍ୱ ମୂଳନିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି

ରାଜ୍ୟସ୍ତରୀୟ ବିଶ୍ୱ ମୂଳନିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି #ଭୁବନେଶ୍ୱର (ଏନ୍‌.ଏମ୍‌.): ମିଳିତ ଜାତି ସଂଘ ତରଫରୁ ସମଗ୍ର ବିଶ୍ୱରେ ବିଶ୍ୱ ମୂଳନିବାସୀ ଦିବସ ପାଳନ କରିବାକୁ ଯାଉଥିବା ବେଳେ ଭାରତ ବର୍ଷରେ ମୂଳନିବାସୀଙ୍କ ସମାଜର ଅସ୍ଥିତ୍ୱ ନଷ୍ଟ କରିବା ପାଇଁ ପ୍ରୟାସ ଜାରୀ ରହିଛି । ସମସ୍ତ ସଂଗଠନକୁ ସାଙ୍ଗରେ ନେଇ ମୂଳନିବାସୀ ୟୁନାଇଟେଡ଼୍ ଫୋରମ୍ ଓଡ଼ିଶା ସାକାରତ୍ମକ ଢଙ୍ଗରେ ସାମାଜିକ ଜନ ବିପ୍ଲବ ଆଗକୁ ନେବାକୁ ପ୍ରୟାସ ଜାରି ରଖିଛି । ଏଭଳି ପରିସ୍ଥିତିରେ…

Read More

ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ

ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଚୌଦ୍ୱାର ଚିତ୍ରେଶ୍ୱର ଗ୍ରାମସ୍ଥିତ ଗନ୍ଧର୍ବନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଥିଲା । ଉତ୍ସବରେ ପ୍ରଥମେ କୁନି କୁନି ପିଲାମାନଙ୍କ ଦ୍ୱାର ଓଡ଼ିଶୀ, ଭଜନ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପରେ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇ ସେମାନଙ୍କ ପରିଚୟ ପ୍ରଦାନ…

Read More

ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ

ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ #ଚୌଦ୍ୱାର(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକର ଉପାଧକ୍ଷାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚୌଦ୍ୱାର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି । ଏଥି ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣି ମୋବାଇଲ ଟ୍ରାକିଂ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀଙ୍କ ସ୍ୱାମୀ ଧନେଶ୍ୱର ଜେଠୀ ଗତ ଜୁଲାଇ ୨୧ତାରିଖ ରାତିରେ ଟ୍ୟୁସନ ସାରି ଫେରୁଥିବାବେଳେ…

Read More

ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର #ଖୋର୍ଦ୍ଧା(ଏନ୍‌.ଏମ୍‌.): ଭାରତର ଶେଷ ସ୍ୱାଧୀନ ଦୁର୍ଗ ତଥା ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଓଡ଼ିଶାର ସମସ୍ତ ମଠ, ମନ୍ଦିର ଇତ୍ୟାଦିର ବିକାଶ କରୁଛନ୍ତି ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ପ୍ରାଚୀନ କୀର୍ତ୍ତିରାଜି ଭାରତର ଶେଷ ସ୍ୱାଧୀନ ଦୁର୍ଗ…

Read More

କୁଏତରେ ଭାରତୀୟ ପ୍ରବାସୀ ପରିଷଦ ସଂଘର ନିର୍ବାଚନ ସଭାପତି ଭାବେ ନିର୍ବାଚିତ ହେଲେ ବିଶ୍ୱରଞ୍ଜନ ସାହୁ

କୁଏତରେ ଭାରତୀୟ ପ୍ରବାସୀ ପରିଷଦ ସଂଘର ନିର୍ବାଚନ ସଭାପତି ଭାବେ ନିର୍ବାଚିତ ହେଲେ ବିଶ୍ୱରଞ୍ଜନ ସାହୁ କୁଏତ(ଏଜେନ୍ସି): ଭାରତୀୟ ପ୍ରବାସୀ ସଂଘ ପକ୍ଷରୁ ବିଶ୍ୱରଞ୍ଜନ ସାହୁ ଭାରତୀୟ ପ୍ରବାସୀ ଓଡ଼ିଶା ସଂଘର ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । ଏଥି ସହିତ ସେ ଭାରତୀୟ ପ୍ରବାସୀ ପରିଷଦର ସାମାଜିକ, ଜନ-କଲ୍ୟାଣର କେନ୍ଦ୍ରୀୟ ବୋର୍ଡରେ ମୁଖ୍ୟ ସଂଯୋଜକ ଏବଂ ସଂଘର ନର୍ଥ ଇଷ୍ଟ୍ ଇଣ୍ଡିଆର ସଂଯୋଜକ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଶ୍ୱ ଓଡିଶା ସମାଜ ସଂଘ କୁଏତରେ…

Read More

ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ

ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଆଜି ଫାଇପ-ଟି କର୍ଯ୍ୟକ୍ରମର ଶିଳାନ୍ୟାସ ହୋଇଯାଇଛି । ରାଜ୍ୟ ସରକାର ଶିକ୍ଷାର ଉନ୍ନତି ନିମନ୍ତେ ଏହି ମହତ କାର୍ଯ୍ୟକ୍ରମ ହାତକୁ ନେଇ ଏବେ ରାଜ୍ୟର ବହୁ ବିଦ୍ୟାଳୟ ଗୁଡ଼ିକୁ ଫାଇପ-ଟିରେ ରୂପାନ୍ତରିତ କରୁଛନ୍ତି । ସେଭଳି ପର୍ଯ୍ୟାୟକ୍ରମେ ଆଜି କୟଳପଡ଼ା ପଞ୍ଚାୟତସ୍ଥିତ ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ…

Read More

ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ

ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ ମାତା ନୟନା ବିଶ୍ୱାଳ(୬୩)ଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକ ଖବର ପାଇଁ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଜେଡି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀରଞ୍ଜନ ବିଶ୍ୱାଳ, ସଦର…

Read More