ମହାନଦୀ ବନ୍ୟାରେ ଭାସିଆସିଛନ୍ତି କିଛି ଲୋକ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ଉଦ୍ୟମ
ମହାନଦୀ ବନ୍ୟାରେ ଭାସିଆସିଛନ୍ତି କିଛି ଲୋକ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ଉଦ୍ୟମ #ଚୌଦ୍ୱାର(ଏନ୍.ଏମ୍.): ସମ୍ପ୍ରତି ମହାନଦୀରେ ବନ୍ୟାଜଳ ଆସିବା ଦ୍ୱାରା ନଦୀ ସମ୍ପୂର୍ଣ୍ଣ ଫୁଲି ଉଠିଛି । ତେବେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ପଡ଼ିଥିବାବେଳେ କିଛି ଲୋକ ଭାସିଯାଇଥିବା ଜଣାପଡ଼ିଛି । ସୌଭାଗ୍ୟକ୍ରମେ ସେମାନେ ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ସିମିଳିହାଣ୍ଡସ୍ଥିତ ନନ୍ଦୀକେଶ୍ୱରୀ ପଠାର ଉପରମୁଣ୍ଡରେ ଲାଗିଛନ୍ତି । ନଦୀ ଭିତରୁ ଭାସି ଆସିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆର୍ତ୍ତ ଚିତ୍କାର…
