ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ: ଯାତମୁଣ୍ଡିଆ-ସୂବର୍ଣ୍ଣପୁର ପୋଲ ଭାଙ୍ଗି ନଦୀକୁ ଝୁଲି ରହିଗଲା ବସ
ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ: ଯାତମୁଣ୍ଡିଆ-ସୂବର୍ଣ୍ଣପୁର ପୋଲ ଭାଙ୍ଗି ନଦୀକୁ ଝୁଲି ରହିଗଲା ବସ #ବାଙ୍କୀ(ଏନ୍.ଏମ୍.): ଅଳ୍ପକେ ବର୍ତ୍ତି ଯାଇଛି ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ । ଅନୁଗୋଳରୁ ଭୁବନେଶ୍ୱର ଆସୁଥିବା ବସଟି ପ୍ରାୟ ୧୦ଟା ବେଳେ ବାଙ୍କୀ ଯାତମୁଣ୍ଡିଆ- ସୂବର୍ଣ୍ଣପୁର ପୋଲ ଉପରେ ବାଡ଼ା ଭାଙ୍ଗୀ ପୂର୍ଣ୍ଣଗର୍ଭା ମହାନଦୀକୁ ଝୁଲି ରହିଛି । ତେବେ ଏହି ଦୁର୍ଘଟଣାକୁ ଯେ କେହି ଦେଖିବ ଲୋମ ଟାଙ୍କୁଡ଼ି ଉଠୁଛି । ବସଟି ଭାରସ୍ୟାମ ହରାଇ ଯେଉଁଭଳି ଭାବେ…
