ଚୌଦ୍ୱାର ମହାବିଦ୍ୟାଳୟରେ ରକ୍ତଦାନ ଶିବିର
ଚୌଦ୍ୱାର ମହାବିଦ୍ୟାଳୟରେ ରକ୍ତଦାନ ଶିବିର #ଚୌଦ୍ୱାର(ଏନ୍.ଏମ): ଚୌଦ୍ୱାର ମହାବିଦ୍ୟାଳୟ ଯୁକ୍ତ ୩ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡକ୍ରସ୍ ରୋଭର ରେଞ୍ଜର ଅନୁଷ୍ଠାନର ସହଭାଗିତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ (ଏସଏସିପି) ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ମହାବିଦ୍ୟାଳୟ ଅଧକ୍ଷ ଡ.ଉମେଶ ଚନ୍ଦ୍ର ଦେବତା ଏହି ଶିବିରକୁ ଉଦ୍ଘାଟନ କରିଥିବାବେଳେ ଜାତୀୟ ସେବା…
