ବଲାଙ୍ଗିରରେ ରାଜ୍ୟପାଳ: ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ, ଅଙ୍ଗନୱାଡ଼ି ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍
ବଲାଙ୍ଗିରରେ ରାଜ୍ୟପାଳ: ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ, ଅଙ୍ଗନୱାଡ଼ି ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍ #ପାଟଣାଗଡ଼(ଏନ୍.ଏମ୍.): ବଲାଙ୍ଗୀର ଗସ୍ତରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ । ସେ ପ୍ରଥମେ ନୂଆପଡ଼ା ଜିଲ୍ଲାରୁ ଆସି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଝଲିଆଲିଟି ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ । ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଛୋଟ ଛୋଟ ଛୁଆ ମାନଙ୍କ ସହ ମିଶି ଚକୋଲେଟ ବଣ୍ଟନ କରିଥିଲେ । ଅଙ୍ଗନବାଡ଼ି କର୍ମୀ, ପାଚିକା ଓ ମା’ମାନଙ୍କ ସହ…
