ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ
ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ #କଟକ(ଏନ୍.ଏମ୍.): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଲୋକ ସମ୍ପର୍କ ଅଧିକାରୀ ଆଶୁତୋଷ ପାଇକରାୟଙ୍କ ମାତା ନିରୂପମା ଜେନାଙ୍କ ୭୯ ବର୍ଷ ବୟସରେ ସକାଳ ୮ ଘଟିକା ୧୮ ମି. ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତ ଜେନା ଭଦ୍ରକସ୍ଥିତ ବଙ୍କ ୟୁ.ଜି.ଏମ.ଇ ସ୍କୁଲରେ ଦୀର୍ଘ ୨୯ବର୍ଷ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ଜଣେ ସୁନାମଧନ୍ୟ ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ…
