ଆଇପିଏଲ୍‌: ଦିଲ୍ଲୀର ଦ୍ୱିତୀୟ ବିଜୟ

ଆଇପିଏଲ୍‌: ଦିଲ୍ଲୀର ଦ୍ୱିତୀୟ ବିଜୟ #ହାଇଦ୍ରାବାଦ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି । ଆଜି ଟୁର୍ଣ୍ଣାମେଣ୍ଟର ୩୪ତମ ମ୍ୟାଚରେ ଦୁଇ ଦୁର୍ବଳ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ଘରୋଇ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ ଦଳ ନିର୍ଦ୍ଧାରିତ ଓଭରରେ ୧୪୪ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ତେବେ ୧୪୫ରନର ଛୋଟିଆ ବିଜୟ ଲକ୍ଷ୍ୟ…

Read More

ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ

ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ #ବାଙ୍ଗାଲୋର(ଏନ୍‌.ଏମ୍‌.): ଧ୍ରୁବ ଜୁରେଲଙ୍କ ୧୬ବଲରୁ ୩୪ରନ ସନ ରାଜସ୍ଥାନ ରୟାଲ୍ସର ବିଜୟ ପାଇଁ ଯଥେଷ୍ଟ ହୋଇ ପାରି ନଥିଲା । ରବିବାର ଅନୁଷ୍ଠିତ ଆଇପିଏଲର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୩୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ୭ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହିତ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୪ଟି ବିଜୟ ସହ ପଏଣ୍ଟ ଟେବଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି । ଗ୍ଲେନ୍ ମ୍ୟାକ୍ସୱେଲ୍ ଓ…

Read More

ହରିପୁର ରୋଡ଼ରେ ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇ ସାଇକେଲର ଆଉଟଲେଟ

ହରିପୁର ରୋଡ଼ରେ ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇ ସାଇକେଲର ଆଉଟଲେଟ #କଟକ(ଏନ୍‌.ଏମ୍‌.): କଟକ ସହର ହରିପୁର ରୋଡରେ ପ୍ରଥମ କରି ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇସାଇକେଲର ଆଉଟଲେଟ । ଏଠାରେ ବିଭିନ୍ନ ପ୍ରକାର ହେଲମେଟ ଠାରୁ ଆରମ୍ଭ କରି ବିଦ୍ୟୁତ ଚାଲିତ ସାଇକେଲ ଯୁବପୀଢ଼ିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଏଥି ସହିତ ଛୋଟ ପିଲାଙ୍କ ପାଇଁ ସୁନ୍ଦର ସୁନ୍ଦର ଡିଜାଇନର ଟୟ ସାଇକେଲ ମଧ୍ୟ ଉପଲବ୍ଧ ରହିଛି । ଏଥି ସହିତ…

Read More

ଆଇପିଏଲ୍‌: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ

ଆଇପିଏଲ୍‌: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ #ଲକ୍ଷ୍ନୌ(ଏନ୍‌.ଏମ୍‌.): ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ବେଶ ଚିତାକର୍ଷକ ହୋଇଛି । ଏହି ଲୋ ସ୍କୋରିଂ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ ୭ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି । ଲକ୍ଷ୍ନୌର ଦୁଇ ଓପନର ପ୍ରଥମ ୱିକେଟ ପାଇଁ ୬.୩ ଓଭରରୁ ୫୫ରନ ସଂଗ୍ରହ କରିବାରୁ ଗୁଜୁରାଟ ପକ୍ଷରୁ ଧାର୍ଯ୍ୟ ୧୩୬ରନର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସହଜରେ…

Read More

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ #ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି । ଧୋନି ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୩୪ରନ କରିବାକୁ ସମର୍ଥ ହୋଇଥିଲା ।…

Read More

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ #ଭୁବନେଶ୍ୱର(ଏନ୍‌.ଏମ୍‌.): ତିନି ଦିନିଆ ‘ଓଡ଼ିଶା ସ୍କିଲ୍ କନ୍‌କ୍ଲେଭ୍‌’ ଅବସରରେ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସକାଳୁ ଉତ୍ସବ ନିମନ୍ତେ ପ୍ରଦର୍ଶନୀ ପଡ଼ିଆ ଉତ୍ସବମୁଖରିତ ହୋଇପଡ଼ିଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଓ ପଲିଟେକ୍‌ନିକ୍‌ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ଉତ୍ସବରେ ଖୁବ୍ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ…

Read More

ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ

ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ #ହାଇଦ୍ରାବାଦ(ଏନ୍‌.ଏମ୍‌.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଗୁରୁବାର ଅନୁଷ୍ଠିତ ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୨୭ତମ ମ୍ୟାଚ୍ରେ ଆରସିବି ବିଜୟୀ ହୋଇଛି । ବ୍ୟାଟିଂରେ ଇମ୍ପାକ୍ଟ ପ୍ଲେୟାର ଫାପ ଡୁପ୍ଲେସିଙ୍କ ଧୂଆଁଧାର ଅର୍ଦ୍ଧଶତକ(୮୪) ଓ ବୋଲିଂରେ ମହମ୍ମଦ ସିରାଜଙ୍କ ୪ ୱିକେଟ୍ (୪-୦-୨୧-୪) ବଳରେ ଚଳିତ ଆଇପିଏଲରେ ଆରସିବି ତୃତୀୟ ଜିତ୍ ହାସଲ କରିଛି । ଏହି ମ୍ୟାଚରେ ଆରସିବି ପକ୍ଷରୁ ଧାର୍ଯ୍ୟ ୧୭୫ରନର ବିଜୟ ଲକ୍ଷ୍ୟକୁ ପିଚ୍ଛା କରି…

Read More

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ #IPL ହାଇଦ୍ରାବାଦ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୨୫ତମ ମ୍ୟାଚରେ ମୁମ୍ବାଇ ଘରୋଇ ହାଇଦ୍ରାବାଦକୁ ୧୪ରନରେ ପରାସ୍ତ କରିଛି । ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୩ରନର ବିଜୟ ଲକ୍ଷ୍ୟକୁ ପିଚ୍ଛା କରି ହାଇଦ୍ରାବାଦ ଗୋଟିଏ ବଲ୍ ବାକିଥାଇ ସମସ୍ତ ୱିକେଟ ହରାଇ ୧୭୮ରନ୍ କରିବାକୁ ସମର୍ଥ ହୋଇଥିଲା । ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ…

Read More

ସୁପର କିଙ୍ଗ୍ସର ତୃତୀୟ ବିଜୟ

ସୁପର କିଙ୍ଗ୍ସର ତୃତୀୟ ବିଜୟ #ବେଙ୍ଗାଲୁରୁ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଆଜି ଅନୁଷ୍ଠିତ ୨୪ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଘରୋଇ ରୟାଲ୍ ଚ୍ୟାଲେଞ୍ଜର ବେଙ୍ଗାଲୁରୁକୁ ୮ରନରେ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ସୁପର କିଙ୍ଗ୍ସ ତୃତୀୟ ବିଜୟ ହାସଲ କରିବା ସହ ମୋଟ ୬ ପଏଣ୍ଟ ସହ ପଏଣ୍ଟ ଟେବଲର ତୃତୀୟ ସ୍ଥାନରେ ପହଞ୍ଚିଛି । ମ୍ୟାଚରେ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡୁପ୍ଲେସି ଟସ୍ ଜିତି ଫିଲ୍ଡିଂ…

Read More

ଅସରାଏ ବର୍ଷାରେ ମଧୁବନ କ୍ରୀଡାଙ୍ଗନ ପାଲଟୁଛି ଜଳାଶୟ

ଅସରାଏ ବର୍ଷାରେ ମଧୁବନ କ୍ରୀଡାଙ୍ଗନ ପାଲଟୁଛି ଜଳାଶୟ #ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ମଧୁବନ ମିନିଷ୍ଟାଡିୟମ ପରିସରରେ ବର୍ଷା ହେଲେ ପାଣି ଜମି ରହୁଛି । ଏପରିକି ଅଦିନିଆ ଲଗାଣ ବର୍ଷାର ପ୍ରଭାବରେ କ୍ରୀଡାଙ୍ଗନ ପରିସର ଜଳାର୍ଣ୍ଣବ ହୋଇ ଉଠୁଥିବାରୁ କ୍ରୀଡାବିତ୍ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷତମାମ ମଧୁବନ ମିନଷ୍ଟାଡିୟମ ପରିସରରେ କ୍ରୀଡା ପ୍ରତିଯୋଗୀତା ଠାରୁ ଆରମ୍ଭକରି ମେଳା, ମହୋତ୍ସବ, ସାଧାରଣତନ୍ତ୍ର ଓ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । ରାଜରାଜୁଡା ଅମଳରୁ ପ୍ରତିଷ୍ଠିତ…

Read More

ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ

ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ #କଟକ(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ମ୍ୟାଚରୁ ହଦ୍ୟାକାଣ୍ଡ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ହତ୍ୟାକାଣ୍ଡ ଘଟିବାର ୨୪ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମରେ ଗତକାଲି କ୍ରିକେଟ ମ୍ୟାଚ୍‌ବେଳେ ଏହି ହତ୍ୟା କାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଚୌଦ୍ୱାର ଥାନା…

Read More

ଝିମିଟି ଖେଳରୁ ମହାଭାରତ: କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା

ଝିମିଟି ଖେଳରୁ ମହାଭାରତ: କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା #ଚୌଦ୍ୱାର(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ । ଏକଥା ବିଭିନ୍ନ ରୁଢ଼ିରେ ପ୍ରୟୋଗ ହେଉଥିବାବେଳେ ବାସ୍ତବକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ମନୋରଞ୍ଜନ ନିମନ୍ତେ ଆବାଳବୃଦ୍ଧବନିତା ଏବେ କ୍ରିକେଟ ଉପରେ ନିର୍ଭର କରୁଛନ୍ତି । କିଏ କ୍ରିଟେକ ଦେଖି ମନଖୁସି କରୁଛି ତ ଆଉ କିଏ କ୍ରିକେଟ ଖେଳି । ସେହିଭଳି କିଛି କ୍ରୀଡ଼ା ଅନୁଷ୍ଠାନ କ୍ରିକେଟ ଖେଳ ଆୟୋଜନ କରି ଏହାକୁ ଅଧିକ ଲୋକପ୍ରିୟତା…

Read More