ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ

ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ #କୋଣାର୍କ/ ଭୁବନେଶ୍ୱର (ଏନ୍‌.ଏମ୍‌.): ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ, ଧନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି । ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ…

Read More

ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ

ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସନ୍ନିକଟ ହଳଦା ଗ୍ରାମପଞ୍ଚାୟତ ହଳଦା ଗ୍ରାମ ଖଡଖାଈ ନଦୀକୂଳ ଆମ ବାଗନାରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଦିମ ସାଉଁଳା ସେମେଲେଦ’ ଆନୁକୁଲ୍ୟରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଗ୍ରାମର ସମସ୍ତ ମହିଳା ପୁରୁଷ ପାରମ୍ପରିକ ପରିଧାନରେ ଆମବାଗାନରେ ଏକତ୍ରିତ ହୋଇଥିଲେ ।…

Read More

ଖଣ୍ଡପଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ପ୍ରସ୍ତୁତି ବୈଠକ

ଖଣ୍ଡପଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ପ୍ରସ୍ତୁତି ବୈଠକ #ଖଣ୍ଡପଡା(ଏନ୍‌.ଏମ୍‌.): ୧ଚଳିତ ବର୍ଷ ଖଣ୍ଡପଡା ମଧୁବନ ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଥିବା ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଖଣ୍ଡପଡା ଫୁଟବଲ ଆସୋସିଏସନର ମୁଖ୍ୟ ତଥା ବରିଷ୍ଠ କ୍ରୀଡାବିତ୍ ଭିକାରୀ ଖଣ୍ଡାୟତ, ଆଇନଜୀବୀ ହରିଶ୍ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର, ଯୁବ ସଂଗଠକ…

Read More

କୟଳପଡ଼ା ଠାରେ ଦ୍ୱିଦିବସୀୟ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

କୟଳପଡ଼ା ଠାରେ ଦ୍ୱିଦିବସୀୟ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ଠାରେ ଦୁଇ ଦିନ ଧରି ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇ ବେଶ ଆନନ୍ଦିତ ହୋଇଛନ୍ତି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ଚୌଦ୍ୱାର ଥାନା ଆରକ୍ଷୀ ନିରୀକ୍ଷକ ବିରଞ୍ଚି ନାରାୟଣ ପତି ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ଟାଙ୍ଗୀ-ଚୌଦ୍ୱାର…

Read More

ମଞ୍ଚେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ

ମଞ୍ଚେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ #ଭୁବନେଶ୍ୱର(ଏନ୍‍.ଏମ୍‍.): ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍‌ଙ୍କ ସମେତ ତାମିଲନାଡ଼ୁ ସରକାରଙ୍କ ବରିଷ୍ଠ ପଦାଧିକାରୀବୃନ୍ଦ ଓଡ଼ିଶା ଗସ୍ତରେ ଆସି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷତା ତାଲିମ ପ୍ରତି ଥିବା ଦୂରଦୃଷ୍ଟିକୁ ତାମିଲନାଡ଼ୁର ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରକାଶ…

Read More

ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ #କିଶନନଗର(ଏନ୍‌.ଏମ୍‌.): ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଟ ଓ ଯୁବ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୁବ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥି ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ…

Read More

କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ

କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ #ଆଠଗଡ଼(ଏନ୍‌.ଏମ୍‌.): କଖଡି ୟୁଥ୍ କ୍ଲବ ପକ୍ଷରୁ ୨୦ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ମହାବୀର ପଡିଆ (ଘାଟକୂଳ) ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀଙ୍କ ପ୍ରତିନିଧି ତଥା ୩ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । କଖଡି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଦିଲୀପ ଛତାର, ବିଜେଡି ସଭାପତି ରଞ୍ଜନ କୁମାର ମୁଦୁଲି, ବରିଷ୍ଟ ଶିକ୍ଷକ ବସନ୍ତ କୁମାର…

Read More

କଟକରେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ: ୧୧ଟି ସ୍ଥାନରେ ପାର୍କିଂ ସୁବିଧା

କଟକରେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ: ୧୧ଟି ସ୍ଥାନରେ ପାର୍କିଂ ସୁବିଧା #କଟକ(ଏନ୍‌.ଏମ୍‌.): ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବଲିଉଡ୍ ଓ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥିପାଇଁ ପ୍ରଭଳ ଭିଡ ହେବାର ସମ୍ଭାବନା ରହିଛି । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାରବାଟୀ ନିକଟରେ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା…

Read More

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି #କଟକ(ଏନ୍‌.ଏମ୍‌.): କଟକରେ ହକି ବିଶ୍ୱକପକୁ ନେଇ ଉତ୍ସାହ ସୃଷ୍ଟି ହୋଇଛି । ସହରର ଆବାଳ ବୃଦ୍ଧ ବନିତା ଏଥି ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । କିଏ ଝୋଡ଼ି ପ୍ରସ୍ତୁତି କରୁଛି ତ ଆଉ କିଏ ଚିତ୍ର କଳା । ଏହି ପ୍ରସ୍ତୁତି ମଧ୍ୟରେ ଆଗରେ ରହିଛନ୍ତି +୩ ତୃତୀୟବର୍ଷର ଛାତ୍ର କମଳଲୋଚନ ପରିଡା । ମାତ୍ର ୨୦ବର୍ଷ ବୟସରେ ସେ ଯେଉଁ କଳାକୃତି ପ୍ରସ୍ତୁତ କରିଛନ୍ତି…

Read More

ହକି ବିଶ୍ୱକପ୍ ଉଦ୍‌ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ହକି ବିଶ୍ୱକପ୍ ଉଦ୍‌ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ କଟକ(ଏନ୍‌.ଏମ୍‌.): କଟକ ସହରରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ବାରବାଟୀ ଷ୍ଟାଡିୟମ ଭିତର ପ୍ରସ୍ତୁତିକୁ ଆଜି ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଉଦଘାଟନ…

Read More

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା #କଟକ(ଏନ୍‌.ଏମ୍‌.): ଆସନ୍ତା ୧୩ତାରିଖରେ ହକି ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ୧୧ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । କଟକ ସହରକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ସହରର ଆବାଳବୃଦ୍ଧବନିତା ଉତ୍ସାହିତ ହୋଇ ପଡ଼ିଛନ୍ତି । ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଦେଶ ବିଦେଶର ବହୁ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ବାରବାଟୀ ଷ୍ଟାଡ଼ିୟମକୁ…

Read More

ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା #ରାଇରଙ୍ଗପୁର (ଏନ୍‌.ଏମ୍‌.): ଜାନୁଆରୀ ୧୩ ତାରିଖରୁ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଟ୍ରଫି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି । ବିଶ୍ୱକପ୍ ହକି ଅବସରରେ ରାଜ୍ୟରେ ବୁଲୁଥିବା ବିଶ୍ୱକପ୍ କେନ୍ଦୁଝରରୁ ବାହାରି ମୟୂରଭଞ୍ଜ ଜିଲ୍ଲାର କରଂଜିଆ,ଖିଚିଂ ଯଶିପୁର ଏବଂ ରାଇରଙ୍ଗପୁରରେ ଶନିବାର ଦିନ ଅପରାହ୍ନ ୪.୩୦ ଘଟିକା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ସେଠାରେ ପ୍ରଶାସନ, ଛାତ୍ରଛାତ୍ରୀ,…

Read More