ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର କଟକ(ଏନ୍‌.ଏମ.): ବର୍ଫି ପ୍ରକଳ୍ପ ଓ କଟକ ବଡ ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ମହାନଦୀ ପଠାକୁ ପୋତିବାକୁ ବିରୋଧ କରି ରୁଜୁ ମାମଲାରେ ରିପୋର୍ଟ ଦାଖଲ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟ ତୁରନ୍ତ ରିପୋର୍ଟ ଦେବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଆଧାରରେ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି), କେନ୍ଦ୍ର ଜଙ୍ଗଲ…

Read More

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ କଟକ(ଏନ୍.ଏମ୍.): କରୋନା ମହାମାରୀ ହେତୁ ଅନେକ ସରକାରୀ ଓ ବେସରକାରୀ କର୍ମଚାରୀ ଘରେ ରହି ଅନ୍ ଲାଇନ ଯୋଗେ କାର୍ଯ୍ୟ କରୁଛନ୍ତି । ଲକ୍ ଡାଉନ ଓ ସଟ୍ ଡାଉନ୍ ଲାଗି ରହିଥିବାରୁ ଅନଲାଇନ ବ୍ୟବସାୟ ବୃଦ୍ଧି ପାଇଛି । ସେହି ହାରରେ ସାଇବର ଠକେଇ ମଧ୍ୟ ବୃଦ୍ଧି ପାଉଛି । ସାଇବର ଠକମାନେ ମୋବାଇଲ ଓ ହ୍ୱାଟସଅପ ମାଧ୍ୟମରେ ବିଭିନ୍ନ…

Read More

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର କଟକ(ଏନ.ଏମ୍.): ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିବା ଉଦେ୍ଦଶ୍ୟରେ ଆଜି ଜଣେ ଯୁବତୀ ମହାନଦୀକୁ ଡେଇଁଛନ୍ତି । ତେବେ ସୌଭାଗ୍ୟ କ୍ରମେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଯୋବ୍ରା ବ୍ୟାରେଜ ଉପରେ ଏକ ଦମ୍ପତ୍ତି ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିଥିଲେ । ହଠାତ୍ କେହି କିଛି ବୁଝିବା ପୂର୍ବରୁ ପତ୍ନୀ ବ୍ୟାରେଜରୁ ମହାନଦୀକୁ ଡେଇଁ…

Read More

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ ଘଟଣା ସମ୍ପର୍କରେ ଜିଲା୍ଲ କୋଭିଡ଼୍ ନୋଡ଼ାଲ ଅଧିକାରୀଙ୍କ ରପୋର୍ଟ ତଲବ କଟକ(ଏନ.ଏମ.): କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରେ ଆଜି ସକାଳେ ଜଣେ ଆକ୍ରାନ୍ତ ଯୁବକଙ୍କ ବେକରେ ଛୁରୀ ଭୁଷି ହୋଇଯିବା ଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଯୁବକଙ୍କ ବେକରେ ଛୁରୀ ପଶି ରହିବା ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏସସିବିକୁ ଅଣାଯାଇ ଅସ୍ତ୍ରୋପଚାର ପରେ…

Read More

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ ବେଆଇନ ନିଶା କାରବାର ଚାଲିଛି । ମଦ, ଗଞ୍ଜେଇ ସହିତ ବ୍ରାଉନସୁଗାର କାରବାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ କଟକ ଜିଲ୍ଲାରୁ ବେଆଇନ ନିଶା କାରବାର ରୋକିବା ନେଇ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ତେବେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଞ୍ଚଳରେ ବେଆଇନ ନିଶାକାରବାର ଚାଲିଥିବା ଖବର ପାଇ ରାଜ୍ୟ ଅବକାରୀ…

Read More

ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ

ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ନୂଆଦିଲ୍ଲୀ (ଏଜେନ୍ସି): ସେଣ୍ଟାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ସିବିଆଇ)ରେ ଗେଟଅଫରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଣିକି ଜିନ୍ସ୍, ଟି-ସାର୍ଟ, ସ୍ପୋର୍ଟସ୍ ସୁଜ୍ ପିନ୍ଧି ଅଫିସକୁ ଆସି ପାରିବେ ନାହିଁ । କେବଳ ‘ଫର୍ମାଲ୍’ ପୋଷାକ ପରିଧାନ ବାଧ୍ୟତାମୂଳକ କରିଛନ୍ତି ସିବିଆଇ ନିର୍ଦେଶକ ଶ୍ରୀ ଜୟସ୍ୱାଲ୍ ।…

Read More

କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ ୫ ମାସରେ ଜବତ ହେଲାଣିି ୩ କିଲୋଗ୍ରାମ୍ ବ୍ରାଉନ ସୁଗାର ଓ ୨୪ ଗିରଫ କଟକ(ଏନ୍.ଏମ୍.): କଟକ ଜିଲ୍ଲାରରେ ଏବେ ବାଉନସୁଗାର କାରବାର ବେଶ ବୃଦ୍ଧି ପାଇଛି । ଏପରିକି ସନ୍ଧ୍ୟା ହେଲେ ସହରର ଅନ୍ଧାରୁଆ ଗଳି ଓ ନଦୀ କୂଳରେ ଏହି କାରବାର ଅଧିକ ହେଉଥିବା ଜଣାପଡ଼ିଛି । ବ୍ରାଉନସୁଗାର କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗତ କାଲି ମଧୁପାଟଣା ଥାନା ଅନ୍ତର୍ଗତ ଆମ୍ବ…

Read More

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ !

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ ! ଭୁବନେଶ୍ୱର(ଏନ୍.ଏମ୍.): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତି ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି । ଏଥିସହିତ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ବିଭାଗ ଖାରଜ…

Read More

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ କଟକ (ଏନ୍‌.ଏମ୍‌.): କରୋନାଜନିତ ହାହାକାରମୟ ପରିସ୍ଥିତି ଓ ଲକ୍‌ଡାଉନ୍ ଭିତରେ ବସ୍ତି ଉଛେଦ ଚାଲିଛି । ସରକାରଙ୍କ ଏପରି କଣ ଜରୁରୀ ହୋଇ ପଡିଛି କେଜାଣି ଗରିବ ବସ୍ତିବାସିନ୍ଦାଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ଉଛେଦ କରି ସେମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି? ସରକାର ଓ ପ୍ରଶାସନର ଏହିଭଳି ନିଷ୍ଠୁର ଅମାନବୀୟ ଆଚରଣକୁ ‘ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ’ ପକ୍ଷରୁ ଆବାହକ ଖଗେଶ୍ୱର…

Read More

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ କଟକ (ଏନ୍‌.ଏମ୍‌.): କଟକ ସହରରେ ରହିଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ପରେ ଆଜି ସିଏମସି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । କୋଭିଡ ହସ୍ପିଟାଲରେ ରୋଗୀ ତଥା ସେମାନଙ୍କ ପରିବାର ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ ଅନେକ ସମୟରେ କୋଭିଡ ପରିଚାଳନାକୁ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ସିଏମସି…

Read More

୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ

୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ କଟକ(ଏନ୍‌.ଏମ୍‌.): କଟକ ଓ ଭୁବନେଶ୍ୱରରୁ ବାଇକ୍ ଚୋରି କରି କନ୍ଧମାଳ ଜିଲ୍ଲାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ଏହି ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ଚୋରି ମୋଟରସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତ ଲୁଟେରା କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ପଟାପୋଲ ଗୋଳବେଦି ସାହିର ଅଭିଶେକ ନାଇଡ଼ୁ…

Read More

ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ଅଭିନେତା କରଣ ମେହେରା

ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ଅଭିନେତା କରଣ ମେହେରା ମୁମ୍ବାଇ (ଏଜେନ୍ସି): ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଭିନେତା କରଣ ମେହେରା ଗିରଫ ହୋଇଛନ୍ତି । ପତ୍ନୀଙ୍କ ପ୍ରତି ହିଂସା ପ୍ରଦର୍ଶନ କରିବା ଅଭିଯୋଗରେ ମୁମ୍ବାଇ ପୁଲିସ ଆଜି ତାଙ୍କୁ ଗିରଫ କରିଛି । ଗୋରେଗାଓଁ ଥାନାରେ ପୁଲିସ ତାଙ୍କ ବୟାନ ରେକର୍ଡ କରିଛି । ଅନେକ ଦିନ ହେବ କରଣ ମେହେରା ଏବଂ ପତ୍ନୀ…

Read More