ମାଲଗୋଦାମରେ ଅପମିଶ୍ରିତ ଚୁଡ଼ା ଉପରେ ଚଢ଼ାଉ କଲା ସିଏମସି ସ୍ୱାସ୍ଥ୍ୟବିଭାଗ
ମାଲଗୋଦାମରେ ଅପମିଶ୍ରିତ ଚୁଡ଼ା ଉପରେ ଚଢ଼ାଉ କଲା ସିଏମସି ସ୍ୱାସ୍ଥ୍ୟବିଭାଗ କଟକ(ଏନ୍.ଏମ୍.): କଟକ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣକୁ ବିଭିନ୍ନ ସାମଗ୍ରୀ ଯୋଗାଇ ଆସୁଥିବା ରାଜ୍ୟର ମୁଖ୍ୟ ବ୍ୟବସାୟର ପେଣ୍ଠସ୍ଥଳ ମାଲଗୋଦାମରେ ଅପମିଶ୍ରିତ ଚୁଡ଼ା ବିକ୍ରି ହେଉଥିବା ଅଭିଯୋଗ ହୋଇଛି…
