ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ
ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ: ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ୱତନ୍ତ୍ର ସମ୍ମାନ #ଭୁବନେଶ୍ୱର(ଏନ୍.ଏମ୍.): ଭୁବନେଶ୍ୱରରେ ‘ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ’ ପାଳିତ ହୋଇଯାଇଛି । ସ୍ଥାନୀୟ ୟୁନିଟ୍-୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ଆଗାମୀ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣଙ୍କୁ ଗଣମାଧ୍ୟମର ଭୂମିକା ବିଷୟରେ ସଚେତନ କରିବା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ଓ ସଂଗଠକ ନିଳାଦ୍ରୀଭୂଷଣ ମହାପାତ୍ର, ସଂଳାପକାର ଡ. ରଜନୀ…
