କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି ଭବାନୀପାଟଣା(ଏନ୍‌.ଏମ୍‌.): କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲ ଆତଙ୍କ ସୃଷ୍ଟି ହୋଇଛି । ସେଠାରେ ନକ୍ସଲମାନେ କ୍ୟାମ୍ପ କରିଥିବାବେଳେ ପୁଲିସ ସୂଚନା ପାଇ କମ୍ବିଂ ଅପରେସନ…

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା [caption id="attachment_9452" align="alignnone" width="300"] News by Allhad Kumar Mohanty (Bureau News)[/caption] #କୋଲକାତା(ଏନ୍‌.ଏମ୍‌.): ପ୍ରଥମେ ରାନା ପରେ ରସଲ ଓ ଶେଷରେ ରିଙ୍କୁଙ୍କ ଚମକଦାର ପ୍ରଦର୍ଶନରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲର ୫୩ତମ ମ୍ୟାଚରେ ପଞ୍ଜାବ…

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ [caption id="attachment_9448" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସୁବୋଧକୃଷ୍ଣ ମିଶନ ପକ୍ଷରୁ ଆଜି ସ୍ଥାନୀୟ ସିଡ଼ିଏ ସେକ୍ଟର-୯ ମା'ଦୁର୍ଗା ମଣ୍ଡପରେ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ [caption id="attachment_9445" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ…

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ [caption id="attachment_3764" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟ ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ମାମଲାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିଥିବାରୁ…

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା [caption id="attachment_9440" align="alignnone" width="300"] News by Akshya Biswar (RairangPur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ବାଲିଆଢିପା ଗାଁରେ ଅଗ୍ନିକାଣ୍ଡ: ଦୁଇଟି ପରିବାରର ସର୍ବସ୍ୱ ଭଷ୍ମିଭୂତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାଲିଆଢିପା ଗାଁରେ ଅଗ୍ନିକାଣ୍ଡ: ଦୁଇଟି ପରିବାରର ସର୍ବସ୍ୱ ଭଷ୍ମିଭୂତ

ବାଲିଆଢିପା ଗାଁରେ ଅଗ୍ନିକାଣ୍ଡ: ଦୁଇଟି ପରିବାରର ସର୍ବସ୍ୱ ଭଷ୍ମିଭୂତ [caption id="attachment_9437" align="alignnone" width="300"] News by Akshya Biswar (RairangPur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ବଣକାଟି ପଞ୍ଚାୟତ ଅନ୍ତର୍ଗତ ବାଲିଆଢ଼ିପା ରାଜସ୍ୱ ଗ୍ରାମ ପାରାଉଡ଼ି ସାହିରେ ଆକସ୍ମିକ ଅଗ୍ନିକାଣ୍ଡ…

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ

ବୋଧପୁର ଶ୍ରୀ ଲଷ୍ମୀନୃସିଂହ ମନ୍ଦିରରେ ଭାଗବତ ସପ୍ତାହ ପରାୟଣ ପ୍ରବଚନ [caption id="attachment_9434" align="alignnone" width="300"] News by Basanta Ratha (Cuttack)[/caption] #କଟକ ସଦର(ଏନ୍‌.ଏମ୍‌.): ଆଧ୍ୟାତ୍ମିକ ପରିବେଶ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଶେଷ ହୋଇଯାଇଛି ଅଷ୍ଟାଦଶ ବାର୍ଷିକୀ ଉତ୍ସବ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଓ…

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ [caption id="attachment_9431" align="alignnone" width="300"] News by Umakanta jena (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଜଣେ ଅଟୋଚାଳକଙ୍କ ବିୟୋଗରେ ସଂଘ ପକ୍ଷରୁ ତାଙ୍କ ପରିବାରକୁ ୩୦ହଜାର…

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ [caption id="attachment_9427" align="alignnone" width="300"] News by b.mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଯେଉଁ ମହିଳା କୁସ୍ତି ଯୋଦ୍ଧାମାନେ ଦେଶ ବିଦେଶରେ ନିଜର କଳା କୌଶଳ ପ୍ରଦର୍ଶନ କରି ଦେଶର ସୁନାମ…

ଭୁବନେଶ୍ୱରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭୁବନେଶ୍ୱରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା [caption id="attachment_9424" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ…

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ [caption id="attachment_9420" align="alignnone" width="300"] News by B.Mishra[/caption] #ଝାରସୁଗୁଡ଼ା(ଏନ୍‍.ଏମ୍‍.): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏହି ଅଞ୍ଚଳ । ବିଭିନ୍ନ ରାଜନୈତିକ ଦଳମାନଙ୍କ ଅଙ୍କକଷା ସାଙ୍ଗକୁ ଜୋରଦାର ପ୍ରଚାର ଆଉ ଶକ୍ତି ପ୍ରଦର୍ଶନରେ ଏହି…