କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ
କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ [caption id="attachment_9741" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍.ଏମ୍.): ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କବି ନବ ନାୟକଙ୍କର ରଚିତ କବିତା ପୁସ୍ତକ ମୂକ ମୂଖଶାଳା ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳ ଆଜୀବନ…












