ମଣିପୁରରେ ଗଣଧର୍ଷଣ ଓ ଉଲଗ୍ନ ପ୍ୟାରେଡ଼ ପ୍ରତିବାଦରେ ଏଆଇଏମଏସଏସ ଓ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ
ମଣିପୁରରେ ଗଣଧର୍ଷଣ ଓ ଉଲଗ୍ନ ପ୍ୟାରେଡ଼ ପ୍ରତିବାଦରେ ଏଆଇଏମଏସଏସ ଓ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ #ବାରଙ୍ଗ(ଏନ୍.ଏମ୍.): ମଣିପୁର ଗଣଧର୍ଷଣ ଓ ଉଲଗ୍ନ ପ୍ୟାରେଡ଼ ପ୍ରତିବାଦରେ ଏଆଇଏମଏସଏସ ଓ ଏଆଇଡିଏସଓ ପକ୍ଷରୁ ବାରଙ୍ଗର ଦାଢା ପାଟଣା ଠାରେ ଏକ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଣିପୁରରେ ହିଂସା କମିବା ପରିବର୍ତ୍ତେ ଚରମ ବର୍ବରତା, ନରସଂହାର, ଅସହାୟ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇ ଚଳାଇ ଚାଷ ଜମିରେ ଧର୍ଷଣ କରିବା ଭଳି ଅତି ଅସାମାଜିକ ନୃଶଂସ ଘଟଣାର…
