ନିର୍ବାଚନ ପୂର୍ବରୁ ବଡ଼ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍ ଦାମ୍
ନିର୍ବାଚନ ପୂର୍ବରୁ ବଡ଼ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍ ଦାମ୍ #ନୂଆଦିଲ୍ଲୀ(ଏନ.ଏନ.): ନିର୍ବାଚନ ପୂର୍ବରୁ ବଡ଼ ଭେଟି । କମିଲା ପେଟ୍ରୋଲ-ଡିଜେଲ ଦାମ୍ । ପାଖାପଖି ୧୫ଟଙ୍କା କମିଲା ତୈଳ ଦର । ନିର୍ବାଚନୀ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପେଟ୍ରୋଲ-ଡିଜେଲ…












