ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ
ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ [caption id="attachment_11413" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ବେଙ୍ଗଲ ଟେନିସ୍ ଆସୋସିଏସନ ଆନୁକୂଲ୍ୟରେ କୋଲକତାର ସଲ୍ଟଲେକ୍ରେ ଅନୁଷ୍ଠିତ ଏଆଇଟିଏ ୧୪ ବର୍ଷରୁ କମ୍ ନ୍ୟାସନାଲ ସିରିଜ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଓଡିଶାର ସାଇ ସ୍ୱସ୍ତିକ ମହାନ୍ତି…












