କଟକରେ ଆରମ୍ଭ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ‘ଆମ ପରିବାର’ ସଙ୍ଗଠନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଆରମ୍ଭ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ‘ଆମ ପରିବାର’ ସଙ୍ଗଠନ

କଟକରେ ଆରମ୍ଭ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ 'ଆମ ପରିବାର' ସଙ୍ଗଠନ କଟକ(ଏନ୍.ଏମ୍.): କଟକରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ "କଟକ ଆମ ପରିବାର’ ନାମରେ ସାଙ୍ଗଠନିକ ବୈଠକ ହୋଇଯାଇଛି । ଏହା ପୂର୍ବରୁ ପୁରୀ, ରାୟଗଡା, କୋରାପୁଟ୍, ଯାଜପୁର, ଖୋର୍ଦ୍ଧା ସମେତ…

ଅଲମ୍ପିକ୍ସ ରେସରୁ ବାଦ ପଡ଼ିଲେ ସାଇନା ଓ ଶ୍ରୀକାନ୍ତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଅଲମ୍ପିକ୍ସ ରେସରୁ ବାଦ ପଡ଼ିଲେ ସାଇନା ଓ ଶ୍ରୀକାନ୍ତ

ଅଲମ୍ପିକ୍ସ ରେସରୁ ବାଦ ପଡ଼ିଲେ ସାଇନା ଓ ଶ୍ରୀକାନ୍ତ ହାଇଦ୍ରାବାଦ (ଏଜେନ୍ସି): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ଭାରତର ଦୁଇ ଷ୍ଟାର ଶଟଲର କାଦମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ୱାଲ ଅଲିମ୍ପିକ୍ସ ରେସ୍ରୁ ବାଦ୍ ପଡ଼ିଛନ୍ତି । ଜୁନ୍ ୧୫ରେ ଅଲିମ୍ପିକ୍ସ ପାଇଁ…

ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ

ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ କଟକ (ଏନ୍.ଏମ୍.): ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରି ପଦକ୍ଷେପ ନିଆ ଯାଉଥିବା ସମ୍ପର୍କରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମୋଡ଼ରେ ଦିତୀୟ ସମୀକ୍ଷା…

କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ

କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ କଟକ(ଏନ୍.ଏମ୍.): କୋଭିଡ ସମ୍ବନ୍ଧୀୟ ସୂଚନା ଓ ବାର୍ତ୍ତା ଦୃଶ୍ୟଶ୍ରାବ ମାଧ୍ୟମରେ ଜନ ସଚେତନତାକୁ ଅଧିକ ବ୍ୟାପକ କରିବା ନିମନ୍ତେ ଜିଲ୍ଲାରେ ଏହାର ଆଜି ଶୁଭାରମ୍ଭ କରାଯାଇଛି। ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ…

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର କଟକ(ଏନ.ଏମ୍.): ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିବା ଉଦେ୍ଦଶ୍ୟରେ ଆଜି ଜଣେ ଯୁବତୀ ମହାନଦୀକୁ ଡେଇଁଛନ୍ତି । ତେବେ ସୌଭାଗ୍ୟ କ୍ରମେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ…

ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍.ଏମ୍): ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅମୃତ ଧାରା ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ରାଜ୍ୟରେ ମହାମାରୀ କରୋନା ବ୍ୟାପୁଥିବାବେଳେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯେଭଳି ରକ୍ତ ସଂକଟ ସୃଷ୍ଟି ନହେବ ସେଥିପାଇଁ କଂଗ୍ରେସ ପକ୍ଷରୁ ସ୍ୱେଚ୍ଛାକୃତ…

ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ

ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ କଟକ (ଏନ୍.ଏମ୍.) : କଟକ ବଡ଼ମେଡ଼ିକାଲ (ଏସସିବି)ରେ ଆଜିଠାରୁ ସ୍ୱତନ୍ତ୍ର ବ୍ଲାକ ଫଙ୍ଗସ ୱାର୍ଡ କାର୍ଯ୍ୟକ୍ଷମ ହୋଇଛି । ଇଏନଟି ବିଭାଗରେ ଉକ୍ତ ୱାର୍ଡକୁ କାର୍ଯ୍ୟକ୍ଷମ କରାଯାଇଛି । ପ୍ରଥମ…

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ ଘଟଣା ସମ୍ପର୍କରେ ଜିଲା୍ଲ କୋଭିଡ଼୍ ନୋଡ଼ାଲ ଅଧିକାରୀଙ୍କ ରପୋର୍ଟ ତଲବ କଟକ(ଏନ.ଏମ.): କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରେ ଆଜି ସକାଳେ ଜଣେ ଆକ୍ରାନ୍ତ ଯୁବକଙ୍କ ବେକରେ ଛୁରୀ ଭୁଷି…

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ ବେଆଇନ ନିଶା କାରବାର ଚାଲିଛି । ମଦ, ଗଞ୍ଜେଇ ସହିତ ବ୍ରାଉନସୁଗାର କାରବାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ କଟକ ଜିଲ୍ଲାରୁ ବେଆଇନ ନିଶା କାରବାର ରୋକିବା ନେଇ ଅବକାରୀ…

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍ ଭୁବନେଶ୍ୱର(ଏନ୍.ଏମ୍.): ଏକ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକମାନଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ ଦିଆଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି…

ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ଶିକ୍ଷା ଓ ନିଯୁକ୍ତି

ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ

ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ନୂଆଦିଲ୍ଲୀ (ଏଜେନ୍ସି): ସେଣ୍ଟାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ସିବିଆଇ)ରେ ଗେଟଅଫରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଣିକି ଜିନ୍ସ୍,…

ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା

ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ବର୍ଷ ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରିକ୍ଷା ବାତିଲ କରିବା ପାଇଁ ଶେଷରେ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଥର ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରୀକ୍ଷା ହେବ ନାହିଁ । ଏନେଇ…