ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ
ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ କଟକ (ଏନ୍.ଏମ୍.): ଡ୍ରଗ୍ସ କାରବାର ବିରୋଧରେ ଓଡ଼ିଶା ପୁଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଡ୍ରଗ୍ସ କାରବାର ଦମନ କରିବାରେ ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛିବୋଲି ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ୍ ମୁଖ୍ୟକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସମ୍ମିଳନୀରେ ଡିଜିପି କହିଥିଲେ ଯେ, ଖୁବଶୀଘ୍ର…
