ହାଇଦରର ଖେଳ ଖତମ: ଏନକାଉଟର ଯୋଗୁଁ ମୃତ୍ୟୁ ବାଲେଶ୍ୱର/ କଟକ(ଏନ୍.ଏମ୍.): ଏନ୍ କାଉଣ୍ଟର ଯୋଗୁଁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ଆଜି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ଯାଉଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ତେବେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ରକ୍ତଜୁଡ଼ୁବୁଡ଼ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରଯାଇ ଥିଲା । ହାଇଦର ଷ୍ଟ୍ରେଚରରେ ପଡ଼ିରହିଥିବାବେଳେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ କଡ଼ା ସୁରକ୍ଷା…
