୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ

୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ କଟକ (ଏନ୍‌.ଏମ୍‌.): ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସ (ଧଳସାମନ୍ତ ଭ୍ରାତାଦ୍ୱୟ)ଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ କଟକ କମିଶନରେଟ ପୁଲିସ ଗିରଫ କରିଛି । ତା ନାମରେ ଅନେକ ଅପରାଧିକ ମାମଲା ରହିଥିବାବେଳେ ଦୀର୍ଘ ୫ ବର୍ଷ ଧରି ଦୀଲୁ ପୁଲିସ ଆଖିରେ ଧୁଳି ଦେଇ ଫେରାର ଥିଲା । ଦୀଲୁ ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ…

Read More

‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି ପାଇଁ ସଂଘ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ

‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି ପାଇଁ ସଂଘ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂଘ ତରଫରୁ ଏକ ଜରୁରୀ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମହର୍ଷି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବାଲିକୁଦା ହାଇସ୍କୁଲର ପ୍ରାକ୍ତନ ଛାତ୍ର ଶ୍ରୀ ବିଜୟ କୁମାର ସ୍ୱାଇଁ…

Read More

କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ; ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ

କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ କଟକ(ଏନ୍‌.ଏମ୍‌.): ମଣିଷ ସଭ୍ୟତା, ସାହିତ୍ୟ ଓ ସଂସ୍କୃତିର ମୂଳ ଉତ୍ସ । ମଣିଷର ବିକାଶ ଓ ଉନ୍ନତ ଚିନ୍ତା ସମାଜକୁ ବଳିଷ୍ଠ କରାଇଥାଏ । ପୃଥିବୀର ସ୍ଥିତି ମଣିଷକୁ ନେଇ ନିର୍ଦ୍ଧାରଣ କରାଯାଇଛି । ପ୍ରକୃତି ଓ ପରିବେଶ ମଣିଷର ଅଗ୍ରଗତି ପଥରେ ସହାୟକ ହୋଇଥାଏ; ତେଣୁ ସବୁରି ମୂଳରେ ମଣିଷହିଁ ଭିତ୍ତି ବୋଲି ‘କେନ୍ଦ୍ର ସାହିତ୍ୟ ଅକାଦେମି’ ଓ ‘ଆନନ୍ଦ ଆଶ୍ରମ’ ପକ୍ଷରୁ…

Read More

ଫାର୍ମ ହାଉସ ପୋଖରୀରୁ ଛାତ୍ରୀର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଫାର୍ମ ହାଉସ ପୋଖରୀରୁ ଛାତ୍ରୀର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ ଭୁବନେଶ୍ୱର (ଏନ୍‌.ଏମ୍‌.): ଭୁବନେଶ୍ୱର କମିଶନରେଟ ପୁଲିସ ଅନ୍ତର୍ଗତ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍ ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ତେବେ କେହି କେହି ଏହାକୁ ଆତ୍ମହତ୍ୟା କହୁଥିବାବେଳେ ଝିଅର ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯାଉଛି । ମୃତା ଛାତ୍ରୀଙ୍କ ନାମ କାମିନୀ ପ୍ରିୟଦର୍ଶୀନି ବୋଲି ଜଣାପଡ଼ିଛି । ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ…

Read More

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭି.ଡି.ଓ କନ୍‌ଫରେନ୍ସିଂ ବୈଠକ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭି.ଡି.ଓ କନ୍‌ଫରେନ୍ସିଂ ବୈଠକ କଟକ(ଏନ୍‌.ଏମ୍‌.): ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ଅପରାହ୍ନରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡି.ସି.ପି ଭୁବନେଶ୍ୱର ଓ ଡି.ସି.ପି କଟକ ଙ୍କ ସମେତ ସମସ୍ତ ରେଂଜ ଆଇ.ଜି ଓ ଡି.ଆଇ.ଜି ମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ । କଟକ-ଭୁବନେଶ୍ୱରର ପୋଲିସ କମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ରେଳବାଇ,…

Read More

ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆବାସ ଓ ରାସନ୍ଦୁ ର୍ନୀତି ଅଭିଯୋଗରେ ସିପିଆଇ(ଏମ୍‌)ର ବିକ୍ଷୋଭ

ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆବାସ ଓ ରାସନ୍ଦୁ ର୍ନୀତି ଅଭିଯୋଗରେ ସିପିଆଇ(ଏମ୍‌)ର ବିକ୍ଷୋଭ ଟାଙ୍ଗୀ(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ମିଳୁଥିବା ରାସନ୍ ସାମଗ୍ରୀ ବଣ୍ଟନରେ ବ୍ୟାପକ ଦୁର୍ନୀତି ପରିଲକ୍ଷିତ ହୋଇଛି । ଯୋଗ୍ୟ ତଥା ଫନି ସହାୟତା ପାଇଥିବା ବ୍ୟକ୍ତି ଆବାସ ତାଲିକାରୁ ବାଦ୍ ପଡ଼ିଥିବାବେଳେ ଅଯୋଗ୍ୟ ତଥା କୋଠାଘର ବାଲାଙ୍କ ନାମ ତାଲିକାରେ ସ୍ଥାନ ପାଇଛି । ସେହିପରି କମ୍ପ୍ୟୁଟର ତ୍ରୁଟି ଦର୍ଶାଇ ଖାଦ୍ୟ…

Read More

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ । ଅଭିଯୋଗ ପରେ ଏବେବିଜେଡି ସାଂସଦ ଶ୍ରୀ ମହତାବ ଅଡ଼ୁଆରେ ପଡ଼ିଛନ୍ତି । ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ କଳା ଦାଗ ଆସିଛି । ତାଙ୍କ ବୋହୂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଥିବା ନେଇ ବିଭିନ୍ନ ଜାତୀୟ…

Read More

ବଢ଼ିଲା ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି

ବଢ଼ିଲା ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି ଭୁବନେଶ୍ୱର (ଏନ୍‌.ଏମ୍‌.) : ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଥିବା ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଖରିଫ ଋତୁ ପାଇଁ ଚାଲିଥିବା ପଞ୍ଜିକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ପ୍ରାୟ ୩୦ପ୍ରତିଶତ କମ୍ ଚାଷୀ ପଞ୍ଜିକରଣ କରିଛନ୍ତି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ସାଢ଼େ ୪ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରି ନଥିବା ଯୋଗୁଁ ଏହାକୁ ନେଇ ସରକାରଙ୍କ…

Read More

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ଭୁବନେଶ୍ୱର (ଏନ୍‌.ଏମ୍‌.): ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ଦିନ ୧୧ଟାରୁ ଅନଲାଇନରେ ଆବେଦନ କରିପାରିବେ । www.dhe.odisha.gov.in ଏବଂ www.samsodisha.gov.inରେ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ । ସେପ୍ଟେମ୍ବର ୪ ତାରିଖ ରାତି ୧୧.୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ । ସେପ୍ଟେମ୍ବର ୯ ତାରିଖ ଦିନ…

Read More

ଉତ୍କୃଷ୍ଟ ସେବା ପାଇଁ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସମ୍ବର୍ଦ୍ଧିତ

ଉତ୍କୃଷ୍ଟ ସେବା ପାଇଁ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସମ୍ବର୍ଦ୍ଧିତ କଟକ (ଏନ୍‌.ଏମ୍‌.): ସମ୍ପ୍ରତି କୋଭିଡ ପରିସ୍ଥିତିିରେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗର ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ଓ ନିରୀକ୍ଷକ ଭଗବାନ ଲେଙ୍କାଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟତଃ ନିଗମର ପରିମଳ ବ୍ୟବସ୍ଥାକୁ…

Read More

ଆରମ୍ଭ ହେଲା ନବମ ଶ୍ରେଣୀର ପାଠପଢା : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ଆରମ୍ଭ ହେଲା ନବମ ଶ୍ରେଣୀର ପାଠପଢା : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ କଟକ (ଏନ୍‌.ଏମ୍‌.): ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ନବମ ଶ୍ରେଣୀ ପାଠ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି । ଅଫ ଲାଇନରେ ପାଠ ପଢିବା ଲାଗି ସକାଳେ ଛାତ୍ରଛାତ୍ରୀମାନେ ସ୍କୁଲ ମୁହାଁ ହୋଇଥିଲେ । କିଛି ଛାତ୍ରଛାତ୍ରୀ ଅଭିଭାବକ ସହ ଆସିଥିବା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ପରେ ସେମାନଙ୍କ ମଧ୍ୟରେ ପାଠପଢିବାର ଉତ୍ସାହ ଦେଖାଯାଇଥିଲା । ଦୀର୍ଘ ଦିନ ଘରେ…

Read More

କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ କଟକ(ଏନ୍‌.ଏମ୍‌.): ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହିତ ଆର୍ଥିକ ବିକାଶକୁ ଅଗ୍ରାଧିକାର ଦିଆଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି । କେତେକ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଆଉ କିଛି ପ୍ରକଳ୍ପ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧାରାକୁ ନେଇ ମୁଖ୍ୟ ଶାସନ…

Read More