ପେଟାନାଳ ଉନ୍ନତିକରଣ ଲାଗ ଡ୍ରେନେଜ ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କଲେ ଇଂ. ମୋକିମ
ପେଟାନାଳ ଉନ୍ନତିକରଣ ଲାଗ ଡ୍ରେନେଜ ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କଲେ ଇଂ. ମୋକିମ କଟକ(ଏନ୍.ଏମ୍.): ବାରବାଟୀ କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଶିଖରପୁର-ଗଣ୍ଡରପୁର ସ୍ଥିତ ଡ୍ରେନେଜ ବିଭାଗ ଉଚ୍ଚ ଅଧିକାରୀମାନଙ୍କ ସହିତ ମର୍କତନଗର ପେଟାନାଳର ସୁରକ୍ଷା ଓ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ପେଟାନାଳକୁ ସୌନ୍ଦର୍ଯ୍ୟକରଣ କରିବା ମଧ୍ୟରେ ଆଲୋକିକରଣ, ନୌଚାଳନା ଏବଂ ପେଟାନାଳର ଉଭୟ ପାଶ୍ୱର୍ର ସୁରକ୍ଷା ଓ ମନୋରଞ୍ଜନ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ବିଧାୟକ ମୋକିମ କହିଥିଲେ । ପେଟାନାଳର ବିକାଶ…
