ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ଓ ସିଟ୍ ସଂରକ୍ଷଣ ନିମନ୍ତେ ବିଜ୍ଞପ୍ତି : ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା

ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ଓ ସିଟ୍ ସଂରକ୍ଷଣ ନିମନ୍ତେ ବିଜ୍ଞପ୍ତି : ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ପୌର ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି । ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୌର ଓ ଏନଏସି ଭୋଟ ପାଇଁ ଆସନ୍ତା ନଭେମ୍ବର ୯ ତାରିଖ…

Read More

ବିଜୁ କୃଷକ ବିକାଶ ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିଟି ବୈଠକ ୨୯୧୧ଟି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦନ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜୁ କୃଷକ ବିକାଶ ଯୋଜନାରେ ବିଭିନ୍ନ ପ୍ରକାର ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟି(ସ୍କ୍ରିନିଂ କମିଟି)ର ୨୨ତମ ବୈଠକ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨୯୧୧ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ(କ୍ଲିପ) ନିର୍ମାଣ…

Read More

ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ

ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାର ୭୫ବର୍ଷର ପୂର୍ତ୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀକି ଅମୃତ ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର…

Read More

କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧

କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶିତ କୋଣାର୍କ (ଏନ୍‌.ଏମ୍‌.): କଳା ଓ ସଂସ୍କୃତିର ସଙ୍ଗମ ସ୍ଥଳି ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ରରେ ପଦ୍ମଶୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନବଦ୍ୟ କଳାନୁଷ୍ଠାନ ‘କୋଣାର୍କ ନାଟ୍ୟମଣ୍ଡପ’ । ଏହି ଅନୁଷ୍ଠାନର ଶିକ୍ଷାର୍ଥୀ ଓ ଶିକ୍ଷାର୍ଥିନୀମାନଙ୍କ ଦ୍ୱାରା କୁମାର ଉତ୍ସବ ଅବସରରେ ଆୟୋଜିତ ହୋଇଥାଏ ଏକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁମାରୋତ୍ସବ’ । ଚଳିତ ବର୍ଷ ରବିବାର ସନ୍ଧ୍ୟାରେ କୋଣାର୍କ…

Read More

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଭୁବନେଶ୍ୱର ଏବେ ସେକ୍ସର‌୍ୟାକେଟର ଅଭୟାରଣ୍ୟ ପାଲଟିଛି । କମିଶନରେଟ ପୁଲିସ ପକ୍ଷରୁ ଏହାକୁ ଅଙ୍କୁଶ ଲଗାଇବା ପାଇଁ ବହୁ ଉଦ୍ୟମ କରୁଥିଲେ ମଧ୍ୟ ଅସାଧୁ ବ୍ୟକ୍ତିମାନେ ନୂଆନୂଆ ତରିକାରେ ଦେହ ବ୍ୟବସାୟ ଚଳାଇଛନ୍ତି । ଆଜି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦେହ ବେପାର କାର୍ଯ୍ୟରେ ସମ୍ପୃକ୍ତିଥିବା ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଚାକିରୀ ଦେବା ନାଁରେ ଶିକ୍ଷିତ…

Read More

ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ

ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ ଏଣିକି ଏସସିବିରେ ହେବ ଯକୃତ ପ୍ରତିରୋପଣ କେନ୍ଦ୍ର #କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ଜନସାଧାରଣଙ୍କୁ ଚିକିତ୍ସା କ୍ଷେତ୍ରରେ ଉନ୍ନତ ସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ନୂତନ ଭାବେ ୨ଟି ବିଭାଗ ଉଦ୍‌ଘାଟନ ହୋଇଯାଇଛି । ଯାହା ଓଡିଶା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । କଟକ ବଡ଼ମେଡ଼ିକାଲକୁ ରାଜ୍ୟସରକାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ…

Read More

ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ

ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ ୬ରେ ଭସାଣି, ଗୋଟିଏ ଘଣ୍ଟ ବଜାଇବାକୁ ଅନୁମତି କଟକ(ଏନ୍‌.ଏମ୍‌.): ଗତବର୍ଷ ଚଳିତବର୍ଷ ମଧ୍ୟ କରୋନା ଯୋଗୁ କଟକ ସହରରେ ଅନ୍ୟାନ୍ୟ ପୂଜା ପାର୍ବଣ ଭଳି ନିରାଡମ୍ବରଭାବେ ପାଳନ କାଳିପୂଜା ପାଳନ କରାଯିବ । ଦୁର୍ଗାପୂଜା ଭଳି ସବୁ ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ବିନା ଭକ୍ତରେ ମା’ କାଳିପୂଜା ଅସନ୍ତା ୪ତାରିଖ ମଧ୍ୟରାତ୍ରିରେ ନୀତି ନିୟମ, ପରମ୍ପରା ଅନୁଯାୟୀ ପାଳିତ ହେବ…

Read More

ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ

ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ କଟକ(ଏନ୍‌.ଏମ୍‌.): ଜାତୀର ଜନକଙ୍କ ସାବରମତୀ ଆଶ୍ରମରେ କେନ୍ଦ୍ର ସରକାର ଗୁଜରାତ ଓ ଭାରତ ସରକାର ଆଧୁନିକୀକରଣ କରିବା ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୧୨୪୬ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ବାପୁଙ୍କର ଏହି ସୁପ୍ରସିଦ୍ଧ ଆଶ୍ରମର ସୁପରିଚାଳନା ନିମନ୍ତେ ଗାନ୍ଧୀବାଦୀମାନଙ୍କ ପକ୍ଷରୁ ପାଞ୍ଚଗୋଟି ଟ୍ରଷ୍ଟ ଥିବା ସତ୍ତ୍ୱେ ଗୁଜରାତ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ନୂଆ ଟ୍ରଷ୍ଟ…

Read More

ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ଯୋଗୁ ସ୍ଥଗିତ ରହିଥିବା ଅସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ଦର ସମଗ୍ର ରାଜ୍ୟରେ ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ । ଏଥିପାଇଁ ରାଜ୍ୟର ସବୁ ଅଞ୍ଚଳର ଗାଁ ଓ ସହରଗୁଡ଼ିକରେ ଥିବା ସ୍ଥାବର ସମ୍ପତ୍ତି (କୋଠା, ଜମିବାଡ଼ି)ର ବେଞ୍ଚମାର୍କ ଦର ବୃଦ୍ଧି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜସ୍ୱ ପର୍ଷଦ ସଦସ୍ୟ (ବୋର୍ଡ ଅଫ ରେଭନ୍ୟୁ…

Read More

ନବଯୁଗର ସ୍ରଷ୍ଟା ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି

ନବଯୁଗର ସ୍ରଷ୍ଟା ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି କଟକ(ଏନ୍‌.ଏମ୍‌.): ଓଡିଶାରେ ନବଯୁଗର ସାମ୍ୟବାଦୀ ଆନ୍ଦୋଳନର ଭଗିରଥ, ଓଡିଆ ପ୍ରଗତିଶୀଳ ସାହିତ୍ୟେର ମାକ୍ସର୍ବାଦୀ ଚେତନାର ପ୍ରବତ୍ତର୍କ ତଥା ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସତୀଚଉରା ସ୍ଥିତ ପ୍ରଖ୍ୟାତ ଜନନେତାଙ୍କ ସ୍ମୃତିପୀଠରେ ଦଳମତ ନିର୍ବିଶେଷେର ବହୁ ବିଶିଷ୍ଟ ବ୍ୟକ୍ତି, ସାଥୀ, ସମର୍ଥକ ଓ ଶେୁଭଚ୍ଛୁ ସମବେତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Read More

ଥାନାରେ ଧସେଇ ପଶିବା ଅଭିଯୋଗ: ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଗିରଫ

ଥାନାରେ ଧସେଇ ପଶିବା ଅଭିଯୋଗ: ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଗିରଫ ଆଠଗଡ଼ (ଏନ୍‌.ଏମ୍‌.): ବିକ୍ଷୋଭ ପ୍ରଦର୍ଶନ ବେଳେ କଟକ ଜିଲ୍ଲା ନରସିଂହପୁର ଥାନାରେ ଧଶେଇ ପଶିବା ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜେପି ନେତା ବିଜୟ କୁମାର ଦଳବେହେରା, ତାଙ୍କ ଭାଇ ଓ ଅନ୍ୟ ଜଣେ ସମର୍ଥକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ଗୁରୁବାର ବିଳମ୍ବିତ ରାତିରେ ନରସିଂହପୁର ଥାନା ପୁଲିସ ବଡମ୍ବା…

Read More

ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ

ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରରେ ଅନୁଷ୍ଠିତ ପ୍ରସିଦ୍ଧ ରୂପଯାତ୍ରା ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ୍‌ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅଧ୍ୟକ୍ଷତା କରି ଚୌଦ୍ୱାରରେ ଆୟୋଜିତ ବହୁ ପୁରାତନ ତଥା ପ୍ରସିଦ୍ଧ ଦଶହରା ମହାଲକ୍ଷ୍ମୀପୂଜା ଓ ଭସାଣ ଉତ୍ସବ ଏକ ମହାନ୍ ସଂସ୍କୃତିକ ତଥା ଭାଇଚାରାର ଉତ୍ସବ ଭାବେ…

Read More