ବେଆଇନ ଭାବେ ହାତୀ ଦାନ୍ତ ପାଖରେ ରଖି ରେଞ୍ଜର୍ ନିଲମ୍ବିତ
ବେଆଇନ ଭାବେ ହାତୀ ଦାନ୍ତ ପାଖରେ ରଖି ରେଞ୍ଜର୍ ନିଲମ୍ବିତ କଟକ(ଏନ୍.ଏମ୍.): ମୃତ ହାତୀର ଦାନ୍ତ ରଖିବା ଅଭିଯୋଗରେ ରେଞ୍ଜରକୁ ନିଲମ୍ବନ ହେବାକୁ ପଡ଼ିଛି । ଏଭଳି ଘଟଣା କଟକ ଜିଲ୍ଲା ଆଗଠଡ଼ ବନବିଭାଗରେ ଦେଖିବାକୁ ମିଳିଛି । ଦୀର୍ଘ ୧୪ ମାସ ତଳର ହାତୀ ମୃତ୍ୟୁ ଭିଡିଓ…












